Odia News Portal
Browsing Tag

swadhikar latest news

ବାତ୍ୟା ମୁକାବିଲା : ୫ ଜିଲ୍ଲା ଦାୟିତ୍ୱରେ ୫ ଆଇପିଏସ

ଭୁବନେଶ୍ୱର : ବାତ୍ୟା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ୫ ଆଇଏଏସ ଅଫିସରଙ୍କ ପରେ ଏବେ ୫ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ରାଜ୍ୟ ସରକାର ଦାୟିତ୍ୱ ପ୍ରଦାନ କରିଛନ୍ତି । ବାଲେଶ୍ୱର ପାଇଁ ଦିପ୍ତେଶ କୁମାର ପଟ୍ଟନାୟକ, ଭଦ୍ରକ ପାଇଁ ଅମିତେନ୍ଦ୍ର କୁମାର ସିଂ,

କରୋନା ମୃତ୍ୟୁସଂଖ୍ୟା ୩ ଲକ୍ଷ ଟପିଲା

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ର ପ୍ରଥମ ଲହର ଯେତିକି କ୍ଷତି କରିନଥିଲା ତାଠୁ ବଳି ଯାଇଛି ଦ୍ଵିତୀୟ ଲହର। ଏହି ଲହର ପୂରା ଦେଶରେ ତାଣ୍ଡବଲୀଳା ମଚାଇ ଦେଇଛି। ଦ୍ଵିତୀୟ ଲହର ଏବେ କିଛିଟା ଧିମା ପଡିଥିଲେ ମଧ୍ୟ ମୃତ୍ୟୁ ମାମଲାରେ ବ୍ରେକ ଲାଗୁନି। ଏହି ମାରାତ୍ମକ ଭାଇରସ୍‌ ଯୋଗୁଁ ଭାରତ

୨୬ରେ ବିରଳ ମହାଜାଗତିକ ଘଟଣା

ଭୁବନେଶ୍ୱର : ପୁଣି ଥରେ ଦେଖାଯିବ ସୁପରମୁନ୍ । ୨୦୨୧ ମସିହାର ଏହା ପ୍ରଥମ ଘଟଣା । ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ବୈଶାଖ ପୂର୍ଣ୍ଣିମା ଅର୍ଥାତ୍ ୨୬ ତାରିଖରେ ହେବାକୁ ଯାଉଛି।  ୨୬ ତାରିଖରେ ଏକକାଳୀନ ସୁପରମୁନ୍, ଲାଲଜହ୍ନ ଓ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପଡୁଛି। ପୃଥିବୀର ଅନେକ ଦେଶରେ

ସେନା କାର୍ଯ୍ୟାନୁଷ୍ଠାନରେ ୭ ଆତଙ୍କବାଦୀ ନିହତ

ଡିଫୁ( ଆସାମ):   ସୁରକ୍ଷା ବାହିନୀଙ୍କୁ ବଡ ସଫଳତା ମିଳିଛି । ଆସାମ- ନାଗାଲାଣ୍ଡ ସୀମା ପଶ୍ଚିମ କାର୍ବି ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଅପରେଶନ ବେଳେ ୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ହୋଇଥିବା ଆତଙ୍କବାଦୀମାନେ ଦିମାସା ନ୍ୟାସନାଲ ଲିବରେସନ ଆର୍ମି (ଡିଏନଏଲଏ) ର ବୋଲି କୁହାଯାଇଛି

ଜୁନ ୧ରେ ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା

ନୂଆଦିଲ୍ଲୀ : କରୋନା ମହାମାରୀ ମଧ୍ୟରେ ସିବିଏସଇ ଓ ଆଇସିଏସଇ ବୋର୍ଡ ପରୀକ୍ଷା କରିବାକୁ ନିଷ୍ପତ୍ତି  ହୋଇଛି । ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।  ଏହାକୁ ନେଇ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ବଡ଼ ବଡ଼ ମନ୍ତ୍ରୀଙ୍କ ଗହଣରେ ବୈଠକ ହୋଇଛି।  ଭିଡିଓ

ଏନ୍‌କାଉଣ୍ଟରରେ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ ଦନ୍ତେୱାଡା ଜିଲ୍ଲାରେ ଏନକାଣ୍ଟର । ପୋଲିସ ଗୁଳିରେ ଜଣେ ହାଡକୋର ମାଓବାଦୀ ନିହତ ହୋଇଛନ୍ତି । ଘଟଣା ସ୍ଥଳରୁ ପୋଲିସ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଲେଣ୍ଡମାଇନ, ପାଞ୍ଚଟି ଗ୍ରେନେଡ ଓ କିଛି ଜିଲୋଟିନ ଷ୍ଟିକ୍ ସହ ନକ୍ସଲ କିଟ ବେଗ୍ ପୋଷାକ ସହ

ସଂକ୍ରମଣ ହ୍ରାସ ପାଇଁ ଦିଲ୍ଲୀରେ ପୁଣି ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଆଉ ସପ୍ତାହକ ପାଇଁ ‘ଲକ୍‌ଡାଉନ୍‌’ ବଢ଼ାଇ ଦିଆଯାଇଛି। ଯଦି ଦୈନିକ କୋଭିଡ୍‌ ସଂଖ୍ୟା ହ୍ରାସ ପାଏ, ‘ଅନ୍‌ଲକିଙ୍ଗ୍‌’ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି। ‘ପଜିଟିଭ୍‌’ ହାର ହ୍ରାସ କରିବା ପାଇଁ

ସୁଶୀଲ କୁମାରଙ୍କ ଗିରଫ ଖବର ମିଥ୍ୟା

ନୂଆଦିଲ୍ଲୀ :  ନୂଆଦିଲ୍ଲୀ : ଗିରଫ ହୋଇନାହାଁନ୍ତି ଆଥଲେଟ ସୁଶୀଲ କୁମାର । ଏହି ଖବରକୁ ଖଣ୍ଡନ କରିଛନ୍ତି ଦିଲ୍ଲୀ ପୋଲିସ । ଏବେବି ସୁଶୀଲ କୁମାର ନିଜ ସ୍ଥାନ ବଦଳାଇ ଚାଲିଛନ୍ତି । ତେଣୁ ତାଙ୍କ ଗିରଫ ଖବର ଏକ ଗୁଲିଗପ ।ସୁଶୀଲ କୁମାରଙ୍କ ସହ ତାଙ୍କ ମୁଖ୍ୟ ସହଯୋଗୀ ଅଜୟ କୁମାର ମଧ୍ୟ ଗିରଫ