Sign in
Sign in
Recover your password.
A password will be e-mailed to you.
Browsing Tag
swadhikar latest news
୪୦ କି.ମି ଭାରରେ ବୁହାହେଲେ ଗର୍ଭବତୀ
ମାଲକାନଗିରି : ପୁଣି ଭାରରେ ବୁହାହେଲେ ଗର୍ଭବତୀ। ଦୀର୍ଘ ୪୦ କିଲୋମିଟର ଭାର ଯୋଗେ ବୁହା ହୋଇ ଜନ୍ମ ଦେଲେ କନ୍ୟା ସନ୍ତାନ। ତେବେ ଆଜି ଏପରି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ପଂଚାୟତ ର ବିଛିନାଞ୍ଚଳ ଗ୍ରାମ ଗଙ୍ଗାପଡା ରେ ଦେଖିବାକୁ!-->…
ଦେଶରେ ୨ ଲକ୍ଷ ତଳକୁ ଖସିଲା ସଂକ୍ରମଣ
ନୂଆଦିଲ୍ଲୀ : ଦେଶରେ ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ଓ ଏବେ ୨ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୯୬ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୫୧୧ଜଣଙ୍କ ମୃତ୍ୟୁ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର!-->!-->!-->…
ବିଶିଷ୍ଟ ପ୍ରବଚକ ଚାରଣ ରାମଦାସଙ୍କ କୋଭିଡ୍ରେ ପରଲୋକ
ଭୁବନେଶ୍ୱର: ଟେଲିଭିଜନ ଜଗତର ବିଶିଷ୍ଟ ପ୍ରବଚକ ଚାରଣ ରାମଦାସଙ୍କ କୋଭିଡ୍ରେ ପରଲୋକ। କୋଭିଡ୍ରେ ଆକ୍ରାନ୍ତ ହୋଇ ପୁରୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କ ଦେହାନ୍ତ ଘଟିଛି। ଚାରଣ ରାମଦାସ ଜଣେ ଲୋକପ୍ରିୟ ପ୍ରବଚକ। ରାଜ୍ୟର ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ!-->…
କର୍ମଚାରୀଙ୍କ ପାଇଁ ଟାଟା ଷ୍ଟିଲର ବଡ ଘୋଷଣା
କରୋନାରେ ମୃତକଙ୍କ ନୋମିନଙ୍କୁ ୬୦ ବର୍ଷ ହେବା ପର୍ଯ୍ୟନ୍ତ ମିଳିବ ଦରମା
୩ କେନ୍ଦ୍ରମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ
ଭୁବନେଶ୍ୱର : ବାତ୍ୟା ‘ୟଶ୍’ ଦ୍ୱାରା ଉତ୍ପନ୍ନ ହେବାକୁ ଥିବା ପରିସ୍ଥିତିର ମୁକାବିଲା ପ୍ରସ୍ତୁତି ନେଇ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋଏଲ, କେନ୍ଦ୍ର ଜାହାଜ ଚଲାଚଳ ଏବଂ ଜଳପଥ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟଜୀଙ୍କ ଅଧ୍ୟକ୍ଷତାରେ!-->…
ରାଜନଗର ଏବଂ ବାଲିଆପାଳ ମଧ୍ୟବର୍ତୀ ଓଡ଼ିଶା ଉପକୂଳଦେଇ ଅତିକ୍ରମ କରିବ “ୟାଶ୍’: ସିଇସି
ଭୁବନେଶ୍ୱର : ସୋମବାର ଦକ୍ଷିଣ ଓ ଦକ୍ଷିଣ ପୂର୍ବ ପାରାଦ୍ୱୀପ ଠାରୁ ୫୩୦ କି.ମି ଦୂରରେ କେନ୍ଦି୍ରଭୂତ ହୋଇଥିବା ଘୂର୍ଣ୍ଣିଝଡ "ୟଶ୍' ଉତର-ଉତର ପଶ୍ଚିମ ଦିଗ ଆଡକୁ ମୁହାଁଇବ ଏବଂ ମେ ୨୬ ତାରିଖ ପୂର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଏବଂ ବାଲେଶ୍ୱର ଜିଲ୍ଲା ବାଲିଆପାଳ ମଧ୍ୟ ଦେଇ ଓଡ଼ିଶା!-->…
ଦୁଇ ଜିଲ୍ଲାକୁ ଗଲେ ୨୮ ଅତିରିକ୍ତ ଡାକ୍ତର
ଭୁବନେଶ୍ୱ : ବାତ୍ୟା ‘ୟାସ୍’ରେ ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକୁ ରାଜ୍ୟ ସରକାର ପଠାଇଲେ ଡାକ୍ତରୀ ଟିମ୍। ୨୮ ଜଣ ଡାକ୍ତରଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ବାତ୍ୟା ପରେ ଅର୍ଥାତ ୨୮ ତାରିଖରେ ଆଉ ୮ ଜଣ ପୋଷ୍ଟ ପିଜି ଡାକ୍ତର ଓ ୨୦ ଜଣ!-->…
ମଙ୍ଗଳବାର ସଂଧ୍ୟା ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ ଶେଷହେବ : ଏସଆରସି
ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବାତ୍ୟା ୟାସ୍ ମୁକାବିଲା ପ୍ରସ୍ତୁତି ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯ଼େ ବାତ୍ୟା ୟାସ୍ ବାଲେଶ୍ବର କିମ୍ବା ଭଦ୍ରକରେ ଲାଣ୍ଡଫଲ କରିବ । ତେବେ ଆଗାମୀ ସମୟରେ ଭାରତୀୟ ପାଣିପାଗ ବିଭାଗ ଏ ନେଇ ସ୍ଥିତି ସ୍ପଷ୍ଟ କରିବ ।
ବାତ୍ୟା!-->!-->!-->…
ଅକ୍ସିଜେନ ଏକ୍ସପ୍ରେସ ପରିଚାଳନାରେ ପୂର୍ବତଟ ରେଳପଥର ରେକର୍ଡ
.୧୦୦ ରୁ ଉର୍ଦ୍ଧ ଅକ୍ସିଜେନ ଏକ୍ସପ୍ରେସ ଟ୍ରେନର ପରିଚାଳନା କରିଛି
.35 ଟି ଅମ୍ଳଜାନ ଭର୍ତ୍ତି ସ୍ୱତନ୍ତ୍ର ଟ୍ରେନ୍ ଦେଶର ବିଭିନ୍ନ ରାଜ୍ୟକୁ ପଠାଯାଇଅଛି
. 2252.07 ଟନ୍ ତରଳ ମେଡିକାଲ୍ ଅମ୍ଳଜାନ ପରିବହନ