Odia News Portal
Browsing Tag

swadhikar latest news

ବିଳମ୍ୱରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ: ମୌସୁମୀ କେରଳ ଛୁଇଁବାରେ ବିଳମ୍ୱ ହେବ। ପୂର୍ବରୁ ପାଣିପାଗ ବିଭାଗ ଅନୁମାନ କରିଥିଲା ମେ ୩୧ରେ ମୌସୁମୀ କେରଳ ଛୁଇଁବ। ଏବେ କିନ୍ତୁ ଜୁନ୍ ୨ରେ ମୌସୁମୀ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ରବିବାର ଅପରାହ୍ନରେ ଆଇଏମଡି କହିଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଚଳିତ

ଦିଲ୍ଲୀରେ ଲକଡାଉନ ଆଉ ସପ୍ତାହେ ବୃଦ୍ଧି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଲାଗୁ ଲକଡାଉନକୁ ଆଉ ସପ୍ତାହେ ବୃଦ୍ଧି କରାଯାଇଛି। କେଜ୍ରିୱାଲ ସରକାର ଜୁନ୍‌ ୭ ଯାଏ ଏହାକୁ ବୃଦ୍ଧି କରିଛନ୍ତି।ପୂର୍ବରୁ ଲାଗିଥିବା ଲକଡାଉନ ସୋମବାର ଶେଷ ହେବାର ଥିଲା। ପୂର୍ବଭଳି ଲକଡାଉନ ବେଳେ ଜରୁରୀ ସେବା ଓ କାର୍ଯ୍ୟକଳାପ ଜାରି ରହିବ। ଏହାବାଦ୍

ପୁଣି ବଢ଼ିବ କଟକଣା!

ଭୁବନେଶ୍ୱର : ଆସନ୍ତା ଜୁନ ପହିଲାରେ ରାଜ୍ୟରେ ଜାରି ରହିଥିବା ଲକଡାଉନର ଅବଧି ଶେଷ ହେଉଛି  । ଏହା ପରେ ସରକାର ପୁଣି ଥରେ ଲକଡାଉନ ଅବଧିକୁ ବଢେଇବେ କିମ୍ବା ଅନଲକ୍ ଅ ।ରମ୍ଭ କରିବେ ତାହାକୁ ନେଇ ସବୁଅ ।ଡ଼େ ଚର୍ଚ୍ଚା ଅ ।ରମ୍ଭ ହୋଇଛି  ।ରାଜ୍ୟରେ ସଂକ୍ରମଣ ପିକ କ୍ରସ କରିସାରିଲାଣି ସଂକ୍ରମଣ

ଲୁଣା ବନ୍ଧ ରୋକିବ ସମୁଦ୍ର ଜୁଆର

ଭୁବନେଶ୍ୱର : ସମୁଦ୍ର ଜୁଅ ।ରକୁ ରୋକିବା ଲାଗି ୬ରୁ ୭ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ୪୮୦ କିଲୋମିଟର ଉପକୂଳ ଏବଂ ୧୬୫୦ କିଲୋମିଟର ଲୁଣା ବନ୍ଧ ।  ଏଥିପାଇଁ ଡିପିଆର୍ ପ୍ରସ୍ତୁତ କରୁଛି ଜଳ ସଂପଦ ବିଭାଗ । ଏହା ସହ ଉପକୂଳ ଅଞ୍ଚଳରେ ବି ଡିଜାଷ୍ଟର ରେଜିଲେଣ୍ଟ ଏନର୍ଜି ସିଷ୍ଟମ ବା

ୟୁଏଇରେ ଆଇପିଏଲ୍‌ର ବାକି ମ୍ୟାଚ୍‌, ଖୁବଶୀଘ ତାରିଖ ଘୋଷଣା

ମୁମ୍ବାଇ : ଖୁବ ଶୀଘ୍ର ଆରମ୍ଭ ହେବ ବାକି ଥିବା ଆଇପିଏଲ୍‌ର ମ୍ୟାଚ୍‌ । ୟୁଏଇରେ ହେବ ଆଇପିଏଲ୍‌ ଅବିଶିଷ୍ଟ ମ୍ୟାଚ୍‌ । ବିସିସିଆଇ ପକ୍ଷରୁ ଆଜି ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ତେବେ କେଉଁ ତାରିଖ ଠାରୁ ବାକି ମ୍ୟାଚ୍‌ ଆରମ୍ଭ ହେବ । ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ

କୁରାନ୍ ଓ ମୋଇନଙ୍କ ଚିନ୍ତାରେ ସିଏସକେ

ନୂଆଦିଲ୍ଲୀ: କରୋନା ଭାଇରସ୍ କାରଣରୁ ସ୍ଥଗିତ ହୋଇଥିବା ଆଇପିଏଲ-୨୦୨୧ ସେପ୍ଟେମ୍ବରରେ ଆୟୋଜିତ ହୋଇପାରେ। ରିପୋର୍ଟ ମୁତାବକ, ବିସିସିଆଇ ୟୁଏଇରେ ଟୁର୍ଣ୍ଣାମେଣ୍ଟର ବାକି ମ୍ୟାଚ୍ ଆୟୋଜନ କରିପାରେ। ଏ ନେଇ ବୋର୍ଡ ତା’ର ଏସଜିଏମରେ ନିଷ୍ପତ୍ତି ନେଇପାରେ । ଏବେ ଖବର ମିଳିଛି ଯେ ଆଇପିଏଲର ବାକି

କୋଭିଡ ସାମଗ୍ରୀ ଆମଦାନୀ ଉପରେ ଆଇଜିଏସଟି ଛାଡ

ନୂଆଦିଲ୍ଲୀ: ଜିଏସଟି ପରିଷଦ କୋଭିଡ ସାମଗ୍ରୀ ଆମଦାନୀ ଉପରେ ଆଇଜିଏସଟି ଛାଡ ଲାଗି ନିଷ୍ପତ୍ତି ନେଇଛନ୍ତି। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୩୧ ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ଆମଦାନୀ ଉପରେ ଏହି ଶୁଳ୍କ ରିହାତି ମିଳିବ ବୋଲି ସୀତାରମଣ କହିଛନ୍ତି। ଏଥିରେ ବ୍ଲାକ