Sign in
Sign in
Recover your password.
A password will be e-mailed to you.
Browsing Tag
swadhikar latest news
ଟିଟିଲାଗଡ଼କୁ ଆଧୁନିକ ଟଚ୍ ଦେଲେ ନବୀନ
.୭୧.୫୯ କୋଟି ନିିର୍ମିତ ରେଲ୍ ଓଭରବ୍ରିଜ ଉଦ୍ଘାଟନ
. ଉପକୃତ ହେବେଭବାନୀପାଟଣା, କେସିଙ୍ଗା ଓ ନୂଆପଡା ଅଞ୍ଚଳର ଜନସାଧାରଣ
.ଟିଟିଲାଗଡ ସହରର ସମନ୍ଵିତ ବିକାଶ ଲକ୍ଷ୍ୟ
ସାଗରମଳା ପ୍ରକଳ୍ପ ପାଇଁ ନବୀନଙ୍କ ରୋଡମ୍ୟାପ
..ଓଡ଼ିଶା ସୁଦୀର୍ଘ ଉପକୂଳ ଓ ନୌବାଣିଜ୍ୟର ପରମ୍ପରା ବନ୍ଦର ବିକାଶରେ ସହଯୋଗ ହେବ
..ଶିଳ୍ପ ଓ ଯୋଗାଯୋଗ ଭିତ୍ତିକ ବନ୍ଦର ବିକାଶକୁ ଗୁରୁତ୍ୱ
ଶ୍ରୀମନ୍ଦିରରେ ମରାମତି ଯାଞ୍ଚ କଲେ ଏଏସଆଇ
ପୁରୀ : ଏଏସଆଇର ଯୁଗ୍ମ ମହାନିର୍ଦ୍ଦେଶକ ଅରୁଣେନ୍ଦ୍ର କୁମାରଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀମାନେ ଆଜି ପୁରୀ ଶ୍ରୀମନ୍ଦିର ଯାଇ ମରାମତି କାର୍ଯ୍ୟ ଯାଞ୍ଚ କରିଛନ୍ତି ।
ମନ୍ଦିରରୁ ଖସିଥିବା ହିରଣ୍ୟକସ୍ୟପ ମୂର୍ତ୍ତି ମରାମତି ଓ ପୁନଃ ସ୍ଥାପନା କରାଯିବ ବୋଲି କହିଛନ୍ତି ଟିମର ସଦସ୍ୟ ।!-->!-->!-->…
ରାଜ୍ୟରେ ଟୀକା ଅଭାବ : ୧୫ ଲକ୍ଷ ଦେବାକୁ କେନ୍ଦ୍ରକୁ ଚିଠି
ଭୁବନେଶ୍ୱର : ରାଜ୍ୟରେ କୋଭିଡ ଟିକାର ଗୁରୁତର ଅଭାବ ଦେଖାଦେଇଥିବାବେଳେ ତୁରନ୍ତ ୧୫ଲକ୍ଷ ଡୋଜ୍ ଟିକା ପଠାଇବାକୁ ରାଜ୍ୟ ସରକାର କେନ୍ଦ୍ରକୁ କହିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଏହି ମର୍ମରେ କେନ୍ଦ୍ର!-->…
ହୋମିଓପାଥି କଲେଜ ନିର୍ଯାତନାର ତଦନ୍ତ ନିର୍ଦ୍ଦେଶ
ଭୁବନେଶ୍ୱର : ସମ୍ବଲପୁରର ମଝିପାଲିସ୍ଥିତ ସରକାରୀ ହୋମିଓପାଥି କଲେଜରେ ଛାତ୍ରୀମାନଙ୍କୁ ରାଗିଙ୍ଗ ନାମରେ ଯୌନ ନିର୍ଯାତନା ଘଟଣା ନେଇ ତଦନ୍ତ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବକିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି ା ମନ୍ତ୍ରୀ ଶ୍ରୀ ଦାସ ସ୍ବାସ୍ଥ୍ୟ ବିଭାଗର!-->…
ଡିଲ୍ ବେଳେ ମାଡିବସିଲା କ୍ରାଇମ୍ବ୍ରାଞ୍ଚ ଏସଟିଏଫ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବାଘ ଛାଲ ଚାଲାଣ କାରବାର ବୃଦ୍ଧି ପାଉଛି । ନୟାଗଡରେ ବାଘଛାଲ ବେପାର । କ୍ରାଇମ୍ବ୍ରାଞ୍ଚ ଏସଟିଏଫ କବଜାରେ ବାଘ ଛାଲ ଶିକାରୀ । ୪ ଲକ୍ଷର ଡିଲ୍ ବେଳେ କ୍ରାଇମ୍ବ୍ରାଞ୍ଚ ଏସଟିଏଫ ହାବୁଡରେ ପଡିଲେ ଶିକାରୀ । ଜଣେ ଶିକାରୀ ଓ ସହଯୋଗୀ ଗିରଫ ।
ତେବେ!-->!-->!-->…
୧୫ ସହରରେ ତାତି ୪୦ ଡିଗ୍ରି ଉପରେ
ଭୁବନେଶ୍ୱର: ଆଜି ତାତିର ମାତ୍ରା କିଛିଟା ହ୍ରାସ ପାଇଥିିଲେ ହେଁ ତାଳଚେର ଓ ଅନୁଗୁଳରେ ପ୍ରବଳ ଗରମ ଅନୁଭୂତ ହୋଇଛି । ଆଜି ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରେକର୍ଡ କରାଯାଇଛି।
ଆଜି ତାଳଚେର ଓ ଅନୁଗୁଳର ତାପମାତ୍ରା ସର୍ବାଧିକ ୪୨.୭ ଡିଗ୍ରି ରହିଥିବା ବେଳେ!-->!-->!-->…
ବୀର ଓଡ଼ିଆ ଜାତି କେବେ ମୁଣ୍ଡ ନୁଆଇଁ ନଥିଲା
ପଶ୍ଚିମବଙ୍ଗ/ଭୁବନେଶ୍ୱର : ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷାଭିତିକ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା । ଏକ ମହାନ ଲକ୍ଷ୍ୟ ଓ ଉଦେ୍ଦଶ୍ୟ ରଖି ମହାପୁରୁଷମାନେ ସୀମା ହୀନ, ଜାତିହୀନ ଓ ଭାଷାହୀନ ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ଏକାଠି କରିଥିଲେ । ବିଚ୍ଛିନ୍ନ ଓଡ଼ିଶାକୁ ଏକତ୍ର କରିବା ପାଇଁ!-->…