Odia News Portal
Browsing Tag

swadhikar latest news

ଖସିଗଲା ଦଲାଲ, ୩ ନାବାଳିକା ଉଦ୍ଧାର

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶକୁ ଶିଶୁ ଶ୍ରମିକ ଭାବେ ଜଣେ ଦଲାଲ ଚାଲାଣ କରୁଥିବା ବେଳେ ସୀମାନ୍ତ ପଟରୁ ୩ଜଣ ନାବାଳିକାଙ୍କୁ ଉଦ୍ଧାର ଜରିଛି ପୁଲିସ । ମାଲକାନଗିରି ବ୍ଲକ ଶୋରିଷମାଳ ଗ୍ରାମରୁ ଏହି ୩ଜଣ ଗରିବ ନାବାଳିକାଙ୍କୁ ଜଣେ ଦଲାଲ ଆନ୍ଧ୍ରପ୍ରଦେଶର ଏକ କାଗଜକଳରେ କାମ କଲେ ଅଧୁକ

ସୀମାନ୍ତ ଜିଲ୍ଲାରେ ଶନି ଓ ରବି ଟିକାକରଣ ବନ୍ଦ

ଭୁବନେଶ୍ବର : ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ସଟ୍ ଡାଉନ୍ ହେବ ସେଠି ଶନିବାର ଓ ରବିବାର ଟିକାକରଣ ବନ୍ଦ ରହିବ। ରାଜ୍ୟରେ ଟିକାକରଣ ଚାଲିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି । ସେ କହିଛନ୍ତି ଗୁରୁବାର ୧୦୫୦ କେନ୍ଦ୍ରରେ ୧ ଲକ୍ଷ

ଧରାପଡ଼ିଲା ହାଇଦର

ଭୁବନେଶ୍ୱର : କଟକ ଏସସିବି ମେଡିକାଲରୁ ଚମ୍ପଟ ମାରି ପୋଲିସ ସହ ୫ ଦିନର ଲୁଚକାଳି ଖେଳ ପରେ ଶେଷରେ ଧରାପଡିଲା କୁଖ୍ୟାତ ଅପରାଧି ଗ୍ୟାଙ୍ଗଷ୍ଟର ହାଇଦର । ଚର୍ଚ୍ଚା ହେଉଥିଲା ଯେ, ହାଇଦର ବାଂଲାଦେଶ ପଳାଇଯାଇଥିବା ସୂଚନା ମିଳିଥିଲା । ତେବେ ସବୁ କଳ୍ପନାଜଳ୍ପନା ଅନ୍ତ ଘଟିଛି । ହାଇଦରକୁ

ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ କଟକଣା

ଭୁବନେଶ୍ବର: ରାଜ୍ୟ ବାହାରକୁ ଯାଉଥିବା ବସର ଗମନାଗମନ ଉପରେ କଡା କଟକଣା ଲଗାଇଛନ୍ତି । ପୂର୍ବରୁ ଛତିଶଗଡ ଯାଉଥିବା ବସଗୁଡିକର ଯାତାୟତ ଉପରେ ସରକାର ରୋକ ଲଗାଇଥିବା ବେଳେ ଆସନ୍ତା ୧୯ରୁ  ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ରାଜ୍ୟ ଭିତରେ

ହାଇଦ୍ରାବାଦ ଓ ହାଓଡ଼ା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର : ହାଇଦ୍ରାବାଦ ଓ ହାଓଡ଼ା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବାପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିମ୍ନଲିଖିତ ଅନୁଯାୟୀ ନିଷ୍ପତ୍ତି ନିଆଯାଇଅଛି | 08646 ହାଇଦ୍ରାବାଦ-ହାଓଡ଼ା ବିଶେଷ ଟ୍ରେନ ହାଇଦ୍ରାବାଦରୁ 16.04.2021 ରୁ 30.04.2021 ମଧ୍ୟରେ ପ୍ରତ୍ୟହ ସକାଳ ୮

ଚାଲିବ ୩ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର : ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଦୁଇ ଯୋଡ଼ା ଦୂରଗାମୀ ବିଶେଷ ଟ୍ରେନ୍ ଏବଂ ଏକ ଯୋଡ଼ା ବିଶେଷ ପାସେଞ୍ଜର ଟ୍ରେନ୍ ଚଳାଇବାକୁ ରେଳବାଇ ନିଷ୍ପତି ହୋଇଛି । ୦୬୧୭୦/୦୬୧୬୯ ଭିଲୁପୁରମ୍-ପୁରୂଲିଆ-ଭିଲୁପୁରମ୍ ସ୍ପେଶାଲ୍ ୫ ମଇ ଠାରୁ ଭିଲୁପୁରାମରୁ ପ୍ରତ୍ୟେକ ବୁଧବାର ଏବଂ ଶନିବାର

ଟିକା ପାଇଁ ପୁଣି ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : ଆବଶ୍ୟକ ଟିକା ପ୍ରଦାନରେ ବିଳମ୍ବ ହେତୁ ଏହି ମର୍ମରେ ଅ ।ଜି ପୁନର୍ବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ରାଜ୍ୟରେ ଟିକା ଯୋଗାଣର ସମସ୍ୟା ବିଷୟରେ ଅବଗତ କରିବା ସହ ଅତ୍ୟନ୍ତ

ଭୁବନେଶ୍ୱର ରେଳ ଷ୍ଟେସନରେ ପ୍ରତିବନ୍ଧକ

ଭୁବନେଶ୍ୱର : ସରକାରୀ ନିର୍ଦ୍ଦେଶ ଅନୁଯାୟୀ କରୋନା ଜୀବାଣୁ ବିସ୍ତାର ନହେବା ପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପଦକ୍ଷେପ ନିଆଯାଇଅଛି | ଯାତ୍ରୀ ଭିଡ଼ର ପ୍ରଭାବଶାଳୀ ପରିଚାଳନା ଏବଂ ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ପାଇଁ କେବଳ ଏକ ନମ୍ବର ପ୍ଲାଟଫର୍ମ

ହାର୍ଡକୋର ମାଓବାଦୀ ହୁଙ୍ଗା ମୃତ

ମାଲକାନଗିରି :ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ଦନ୍ତେୱାଡା ଜିଲ୍ଲାରେ ଏନକାଉଣ୍ଟର । ନକ୍ସଲ ପନ୍ଥି ଓ ଡିଆରଜି ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଜଣେ ହାର୍ଡକୋର ମାଓବାଦୀ ପ୍ରାଣ ହରାଇଛନ୍ତି । ମୃତ ନକ୍ସଲ ଜଣକ ହେଲେ ବେଟ୍ଟି ହୁଙ୍ଗା ଓ ତାଙ୍କ ମୁଣ୍ଡ ଉପରେ