Odia News Portal
Browsing Tag

swadhikar latest news

କାଳବୈଶାଖୀରେ ଭାଙ୍ଗିଲା ଟେଣ୍ଟ, ବସ୍ତିବାସିନ୍ଦା-ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ

କଟକ: ବଡ ମେଡିକାଲର ଉନ୍ନତିକରଣ ପାଇଁ ସରକାରଙ୍କ ନିଦେ୍ର୍ଦଶ କ୍ରମେ କଟକ ସହରରୁ ଗୋଟିଏ ପରେ ଗୋଟିଏ ବସ୍ତି ଉଚ୍ଛେଦ କରାଯାଇ ବିଭିନ୍ନ ସ୍ଥାନରେ ସେମାନଙ୍କୁ ଥଇଥାନ କରାଯାଇଥିଲେ ହେଁ ଆଜିର କାଳବୈଶାଖୀ ତାଙ୍କ ପାଇଁ କାଳ ସାଜିଥିଲା । ୧୫ ମିନିଟର ବର୍ଷା ଓ ପବନ ଯୋଗୁଁ ନୂଆପଡା ବାଲିସାହିରେ

ଓଡିଶା ସହ କିଛି ରାଜ୍ୟରେ ବଢୁଛି ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ଗତ ଦୁଇ ଦିନ ହେଲା ସଂକ୍ରମଣ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି କିନ୍ତୁ ଏହା ଏକ ପ୍ରାରମ୍ଭିକ ଟ୍ରେଣ୍ଡ୍ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯ଼ୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ଦୈନିକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି

ସାରା ରାଜ୍ୟରେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର : ସାରା ରାଜ୍ୟରେ ହୋଇଛି କାଳବୈଶାଖୀ ବର୍ଷା । କେତେକ ସ୍ଥାନକେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିଥିବା ଦେଖିବାକୁ ମିଳିଛି । କଟକରେ ଘଂଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବା ସହ ରାଜଧାନୀ ଭୁବନେଶ୍ୱରରେ ପବନର ବେଗ ୫୦ କିଲୋମିଟର ଛୁଇଁଛି । କଟକ ସମେତ ରାଜ୍ୟର କେତେକ

ମଦ ବ୍ୟବସାୟୀ ସରପଞ୍ଚଙ୍କୁ ବିଦା କଲେ ଜିଲ୍ଲାପାଳ

ବାଲିକୁଦା : ଜଗତସିଂହପୁରରେ ଚାଞ୍ଚଲ୍ୟ । ବିଦା ହେଲେ ସରପଞ୍ଚ । କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ରାହାଣ ସରପଞ୍ଚ ଜୀବନ ମହାରଣାଙ୍କୁ ଜଗତସିଂହପୁର ଜିଲ୍ଲାପାଳ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ସରୁପଞ୍ଚ ବିଭିନ୍ନ ବେଆଇନ୍‌ କାର୍ଯ୍ୟରେ ଲିପ୍ତ

ମହାରାଷ୍ଟ୍ର, ଦିଲ୍ଲୀ ପରେ ଗୁଜୁରାଟରେ ବ୍ଲାକ୍ ଫଙ୍ଗସ

ନୂଆଦିଲ୍ଲୀ : କରୋନା ପାଣ୍ଡେମିକ୍ ମଧ୍ୟରେ, ଏବେ ସାରା ଦେଶରେ ଆତଙ୍କ ଖେଳେଇଛି ବ୍ଲାକ୍ ଫଙ୍ଗସ । ଫଳରେ ମହାମାରୀ ପରେ ଏବେ ୨ୟ ଶତୃ ପାଲଟିଯାଇଛି ମ୍ୟୁକୋର ମାଇକସିସ୍ । ମହାରାଷ୍ଟ୍ର ଏବଂ ଦିଲ୍ଲୀ ପରେ ମେରଠରେ ଚିହ୍ନଟ ହୋଇଛନ୍ତି ବ୍ଲାକ୍ ଫଙ୍ଗସ ରୋଗୀ । ୨ କୋଭିଡ ରୋଗୀଙ୍କଠାରେ ଏହି ଲକ୍ଷଣ

ଟିକା ପାଇଁ ଠେଲାପେଲା, ଚେତାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର : କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଛି। ସେଥିପାଇଁ ଲୋକେ ଟିକା ନେବାକୁ ଆତୁର। ଫଳରେ ଟିକାକରଣ କେନ୍ଦ୍ରରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳୁଛି। ଭୁବନେଶ୍ୱର, କଟକଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକମାନେ ସକାଳୁ ପ୍ରବଳ ଭିଡ଼ ଲଗାଉଛନ୍ତି। ଟିକାକରଣ

୫ ମିନିଟ ଅମ୍ଳଜାନ ପାଇଁ ଚାଲିଗଲା ୧୧ ଜୀବନ

ତିରୁପତି: ଅମ୍ଳଜାନ ଅଭାବରୁ ପୁୁଣି ଆଖି ବୁଜିଲେ ରୋଗୀ। ଚାଲିଗଲା ୧୧ଜଣ କରୋନା ରୋଗୀଙ୍କ ଜୀବନ | ୫ମିନିଟ ପାଇଁ ଅମ୍ଳଜାନ ଯୋଗାଣ ବନ୍ଦ ହୋଇଥିବା ବେଳେ ସୋମବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି | ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ରୁଆ ହସ୍ପିଟାଲର ଆଇସିୟୁ ଭିତରେ ଅମ୍ଳଜାନ ଯୋଗାଣରେ

ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ, ଆସନ୍ତୁ ଜାଣିବା ଏହା ବିଷୟରେ

ଭୁବନେଶ୍ୱର : ଓଡିଶାରେ ଚିହ୍ନଟ ହେଲେ ବ୍ଲାକ୍ ଫଙ୍ଗସ୍ ରୋଗୀ । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ପାଖରେ ବ୍ଲାକ୍ ଫଙ୍ଗସ୍ ଚିହ୍ନଟ ହୋଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଭଲ ଅଛି ବୋଲି ଡିଏମଇଟିଙ୍କ ପକ୍ଷରୁ ପ୍ରେସ୍ ରିଲିଜ୍

ଇସ୍ପାତ୍ ପ୍ଲାଣ୍ଟଦ୍ୱାରା ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ବୃଦ୍ଧି

ନୂଆଦିଲ୍ଲୀ/ଭୁବନେଶ୍ୱର : କୋଭିଡ-୧୯ର ସଂକଟ ସମୟରେ ଦେଶରେ ଇସ୍ପାତ୍ କାରଖାନା ଦ୍ୱାରା ଉତ୍ପାଦିତ ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନ(ଏଲଏମଓ)ର ଯୋଗାଣ ଓ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ନିଆଯାଉଥିବା ପଦକ୍ଷେପ ନେଇ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଇସ୍ପାତ୍

ବ୍ୟବସାୟୀଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କ ଚେତାବନୀ

-ଚିକିତ୍ସା କ୍ଷେତ୍ରରେ କୌଣସି ଅବହେଳା ହେବ ନାହିଁ – ଜିଲ୍ଲାପାଳ - ପଞ୍ଚସୂତ୍ରୀ ନିୟମ ନମାନିଲେ ୧୯ ଯାଏଁ ଦୋକାନ ବନ୍ଦ -ରିପୋର୍ଟ ପଜିଟିଭ ଥିଲେ ବାହାଘରକୁ ମିଳିବନି ଅନୁମତି