Odia News Portal
Browsing Tag

swadhikar latest news

ମେଡିକାଲ ଅମ୍ଳଜାନର ବେଆଇନ ବିକ୍ରି

ଭୁବନେଶ୍ବର : କରୋନା ଚିକିତ୍ସା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀକୁ ସୀମିତ ରଖିବା ପାଇଁ ଓଡିଶା ଅନେକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରିଛି । ତଥାପି ରାଜ୍ୟ ରାଜଧାନୀରେ ମେଡିକାଲ ଅମ୍ଳଜାନର ବେଆଇନ ବିକ୍ରି ହେବାର ଖବର ପ୍ରଚାରିତ ହେଉଛି। ପୂର୍ବରୁ ୧୨୦୦ରୁ ୧୫୦୦ ଟଙ୍କାରେ

ବଡ ହୋଟେଲରେ ରହିବେ କରୋନା ରୋଗୀ

ଭୁବନେଶ୍ୱର : ବିଏମସି ନେଲା ବଡ ନିଷ୍ପତ୍ତି । ଦିଲ୍ଲୀ ଓ ମୁମ୍ବାଇ ଭଳି ଏବେ ଭୁବନେଶ୍ୱରରେ ବଡ ହୋଟେଲରେ ରହିବେ କରୋନା ରୋଗୀ । ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ଭୁବନେଶ୍ୱର ମହାନଗର ନିଗମ । ବିଏମସି କମିଶନର ସଂଜୟ ସିଂହ ଏନେଇ ହୋଟେଲ ମାଲିକମାନଙ୍କ ସହ ଆଲୋଚନା କରିଥିବାବେଳେ ଖୁବଶୀଘ୍ର

ତଉକତେ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ତଉକତେର ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରସ୍ତୁତି ନେଇ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ବୈଠକରେ ଜାତୀୟ ବିପର୍ଯ୍ୟୟ ପରିଚାଳନା

ଜୁନ୍ ୧୦ ରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର : ସବୁ ବର୍ଷ ଜୁନ୍ ମାସର ମଧ୍ୟ ଭାଗରୁ ଶେଷ ଭାଗ ଆଡେ ମୌସୁମୀ ଆଗମନ ହେଉଥିବା ବେଳେ ଚଳିତ ବର୍ଷ ଶୀଘ୍ର ଆସିବାକୁ ଯାଉଛି ମୌସୁମୀ ବର୍ଷା । ଚଳିତ ବର୍ଷ ଶୀଘ୍ର ଆସିବ ମୌସୁମୀ । ଆସନ୍ତା ଜୁନ୍ ୧୦ ରେ ଓଡ଼ିଶା ଛୁଇଁବ ଚଳିତ ବର୍ଷର ପ୍ରଥମ ମୌସୁମୀ ଜଳବାୟୁ । ନିର୍ଦ୍ଧାରିତ ସମୟ

ଅକ୍ସିଜେନ୍ ଅଭାବ : ୧୩ ରୋଗୀଙ୍କ ମୃତ୍ୟୁ

ଗୋଆ : ଗୋଆର ମେଡିକାଲ କଲେଜରେ ଅମ୍ଳଜାନର ଅଭାବ ପୁଣି ଥରେ ଲୋକଙ୍କ ମୃତ୍ୟୁର କାରଣ ପାଲଟିଛି । ଅକ୍ସିଜେନ୍ଗ ଅଭାବରୁ ଏଠାରେ ୪ ଘଣ୍ଟା ମଧ୍ୟରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତି ୨ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ଗୋଆ ମେଡିକାଲ କଲେଜ ହସ୍ପିଟାଲରେ ଅକ୍ସିଜେନ ଅଭାବ ଦେଖାଦେଇଥିଲା ।

ସ୍ପୁଟନିକ ଟିକାର ଦର ଘୋଷଣା

ନୂଆଦିଲ୍ଲୀ: ମେଡ୍ ଇନ୍ ରୁଷିଆ ଟିକା ସ୍ପୁଟନିକ ଭିର ଦାମ ଘୋଷଣା ହୋଇଛି। ଭାରତରେ ଏହି ଟିକାର ପିରଚାଳନା ଦାୟିତ୍ୱରେ ଥିବା ହାଇଦ୍ରାବାଦର ଜକ୍ଚର ରେଡ୍ଡୀ ଏହି ଦର ଘୋଷଣା କରିଛି। ଗୋଟିଏ ଡୋଜର ଦାମ ୯୯୫ ଟଙ୍କା ରହିଛି। ଟିକାର ଦାମ୍ ୯୪୮ ଟଙ୍କା ଏଥିରେ ୫ ପ୍ରତିଶତ ଜିଏସଟି ମିଶାଇଲେ ଏହି ଦର

ମଦ ନିଶାରେ ସ୍ତ୍ରୀ ଓ ୫ ବର୍ଷର ପୁଅକୁ ହତ୍ୟା

ଜୟପୁର :  ନିଶା ହେଲା କାଳ । ମଦ ନିଶାରେ ସ୍ତ୍ରୀ ଓ ପୁଅକୁ ହତ୍ୟା । କୋରାପୁଟ ବିସିଂହପୁର ଥାନା ଅନ୍ତର୍ଗତ ହରଡ଼ାଗୁଡା ଗ୍ରାମରେ ଜଣେ ବ୍ୟକ୍ତି ରଚିଛନ୍ତି ଏପରି ବର୍ବର କାଣ୍ଡ। ବ୍ୟକ୍ତିଜଣଙ୍କ ନିଜ ସ୍ତ୍ରୀ  ଏବଂ ୫ବର୍ଷ  ଶିଶୁ ପୁତ୍ରକୁ ହତ୍ୟା କରିଛନ୍ତି।ଏହି ଘଟଣାକୁ ନେଇ ଗ୍ରାମରେ

କରୋନା ସଂକ୍ରମିତ ମାଓ ଦମ୍ପତ୍ତିଙ୍କ ଆତ୍ମସମର୍ପଣ

ମାଲକାନଗିରି: କରୋନା ଚଡକରେ ଭୟଭୀତ ଲାଲ ସେନ । କେତେବେଳେ ଭାକ୍ସିନ୍ ଲୁଟୁଛି ତ ପୁଣି କେତେବେଳେ ଯବାନଙ୍କ ରକ୍ତରେ ଖେଳୁଛି ଖୁନୀ ଖେଳ ।ହେଲେ ଏହି ଧାରାରେ ଏକ ଚକିତକର ଘଟଣା ସାମ୍ନାକୁ ଅ ।ସିଛି । ଲାଲ ସେନାରେ ସାମିଲ ହୋଇ ବିପ୍ଳବୀ ସାଜିଥିବା ଏକ ମାଓ ଦମ୍ପତ୍ତି ଅ ।ତ୍ମ ସମର୍ପଣ