Odia News Portal
Browsing Tag

swadhikar latest news

ଲକଡାଉନ ଓ ଲୋକଙ୍କ ସଚେତନତାକୁ ନବୀନଙ୍କ ଶ୍ରେୟ

ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ - ମୁଖ୍ୟମନ୍ତ୍ରୀ .ରୋଗୀଙ୍କ ଅବସ୍ଥା ସଂପର୍କରେ ସଂପର୍କୀୟଙ୍କୁ ସଠିକ ସୂଚନା ଦେବାକୁ ନିର୍ଦେଶ - ଦିନକୁ ୭୦ ହଜାର ଟେଷ୍ଟିଂ କରାଯିବ - ୩୬୮ଟି ଆଇସିୟୁ ବେଡ୍ ବୃଦ୍ଧି କରାଯିବ - ରାଜ୍ୟରେ ଆଉ ପ୍ଲାଜମାଥେରାପି କରାଯିବ ନାହିଁ

ଜୁଲାଇରେ ସିବିଏସ୍ଇ ୧୦ମ ରେଜଲ୍ଟ

ନୂଆଦିଲ୍ଳୀ : ବିଭିନ୍ନ ରାଜ୍ୟରେ କୋଭିଡ-୧୯ ମହାମାରୀ ଲାଗି ଜାରିରହିଥିବାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ୧୦ମ ବୋର୍ଡ ପରୀକ୍ଷା ଫଳ ଜୁନ ୨୦ରେ ପ୍ରକାଶିତ ହେବ ନାହିଁ । ପରିବର୍ତ୍ତିତ ସିଡ୍ୟୁଲ ଅନୁସାରେ ପରୀକ୍ଷା ଫଳ ଜୁଲାଇ

କୋଭିଡ ପରିଚାଳନାରେ ସୋଆ ଏନଏସଏସର ୬୪ ସ୍ୱେଚ୍ଛାସେବୀ

ଭୁବନେଶ୍ୱର : କୋଭିଡ୍ ଚିକିତ୍ସା ସହ କୋଭିଡ ମୁକାବିଲା ପରିଚାଳନାରେ ବି ସକ୍ରିୟ ଭୂମିକା ନିଭାଉଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ବିଶ୍ୱବିଦ୍ୟାଳୟ । ରାଜଧାନୀ ସହ କିଛି ଜିଲ୍ଲାରେ କୋଭିଡ୍ ହସ୍ପିଟାଲର ପରିଚାଳନା ସହ ସଂପୃକ୍ତ ସୋଆ ବିଭିନ୍ନ ଜିଲ୍ଲାରେ କୋଭିଡ ପରିଚାଳନାରେ ମଧ୍ୟ ସାମିଲ

ମହାବିଦ୍ୟାଳୟ ଜମିଜମା ସମସ୍ୟାର ସମାଧାନ ଜରୁରୀ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକର ଜମିଜମା ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ ଉପରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ.

ସିଆରପିଏଫ କ୍ୟାମ୍ପକୁ ବିରୋଧରୁ ଉତ୍ତେଜନା , ତିନି ମାଓ ସମର୍ଥକ ମୃତ

ମାଲକାନଗିରି ; ମାଲକାନଗିରି ଜିଲ୍ଲା ସୀମାନ୍ତରାଜ୍ୟ ଛତିଶଗଡ ବିଜାପୁର ଜିଲ୍ଲାରେ ଗୁଳିବିନିମୟ ଘଟିଛି । ସିଲଗର ଗାଁରେ ନବର୍ନିମିତ ସି.ଅ ।ର.ପି.ଏଫ କ୍ୟାମ୍ପକୁ ସ୍ଥାନୀୟ ବାସିନ୍ଦା ଗତ ତିନି ଦିନ ହେଲା ବିରୋଧ କରିଆସୁଥିଲେ । ଅ ।ଜି ଶତାଧି ସ୍ଥାନୀୟ ଲୋକ ନୂତନ କ୍ୟାମ୍ପକୁ ବିରୋଧ