Odia News Portal
Browsing Tag

swadhikar latest news

ଭିନ୍ନକ୍ଷମଙ୍କୁ ବିଏମସିର ଡୋର୍ ସର୍ଭିସ

ଭୁବନେଶ୍ୱର : ବୟସ୍କଙ୍କ ପରି ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ଭୁବନେଶ୍ୱର ମହାନଗର ନଗମ(ବିଏମସି) । ଚାଲିପାରୁନଥିବା ଭିନ୍ନକ୍ଷମମାନେ କରୋନା ଟେଷ୍ଟ କରିବାକୁ ·ହିଁଲେ ୧୯୨୯ରେ ଫୋନ୍ କରିବେ । ତା'ପରେ ବିଏମସିର ମେଡିକାଲ୍ ଟିମ୍ ଘରକୁ ଯାଇ ନମୂନା ସଂଗ୍ରହ କରିବେ

ପୁତ୍ର ସନ୍ତାନ ଜନ୍ମ ଦେଲେ ଶ୍ରେୟା ଘୋଷାଲ

ମୁମ୍ବାଇ : ମା’ ହେଲେ ଲୋକପ୍ରିୟ ଗାୟୀକା ଶ୍ରେୟା ଘୋଷାଲ। ଏନେଇ ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି। ଗୁଡ୍‌ ନ୍ୟୁଜ୍‌ ସେୟାର କରିବା ସହ ଆଶୀର୍ବାଦ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଶ୍ରେୟା। ତାଙ୍କର ଏହି ପୋଷ୍ଟକୁ ଫ୍ୟାନ୍ସ ଖୁବ ପସନ୍ଦ କରୁଥିବା ବେଳେ

୧୦୦ ଟଙ୍କାରେ ଗଞ୍ଜେଇ ଭଡା

ଭୁବନେଶ୍ୱର : ଗୋଟିଏ ପୁଡିଆ ଗଞ୍ଜେଇ ଘରେ ରଖିବାକୁ ଦିନକୁ ଭଡା ୧୦୦ ଟଙ୍କା । ଘଣ୍ଟାଏ ହେଉ କି ୨୪ଘଣ୍ଟା ଘର ମାଲିକଙ୍କୁ ଗଞ୍ଜେଇ ବେପାରୀ ୧୦୦ ଟଙ୍କା ଭଡା ଦେଉଛନ୍ତି । ଘର ମାଲିକ ବି ବିନା ପରିଶ୍ରମରେ ଶହେ ଟଙ୍କା ରୋଜଗାର କରୁଛନ୍ତି । କଥାଟି ବିଶ୍ୱାସ ଲାଗୁନଥିଲେ ବି ସତ୍ୟ । ଖୋଦ

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା : ଜୀବନ ସୁରକ୍ଷାକୁ ଗୁରୁତ୍ୱ

.ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରିବାକୁ ଗୁରୁତ୍ୱ .ତ୍ରୁଟିଶୂନ୍ୟ ପ୍ରସ୍ତୁତି ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ .ଅକ୍ସିଜେନ ଯୋଗାଣ ଯେପରି ବ୍ୟାଘାତ ନ ହୁଏ ଧ୍ୟାନ ଦିଅ .ମହାମାରୀ ଯୋଗୁ ପରିସ୍ଥିତି ଜଟିଳ ହୋଇଛି

ପୁରୀରେ ୧୫୦ ବେଡ୍ କୋଭିଡ୍ ହସ୍ପିଟାଲ ଲୋକାର୍ପିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଭର୍ଚୁଆଲ ମାଧ୍ୟମରେ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପରିସରରେ ୧୫୦ ଶଯ୍ୟାବିଶିଷ୍ଟ ଜିଲ୍ଲା କୋଭିଡ୍ ହସ୍ପିଟାଲ୍ ର ଲୋକାର୍ପଣ କରିଛନ୍ତି । ଭୁବନେଶ୍ୱରର ସମ୍ ହସ୍ପିଟାଲ୍ ର ସହଯୋଗରେ ନିର୍ମିତ ଏହି ହସ୍ପିଟାଲ୍ ରେ ୯୦ଟି

ଅଙ୍ଗନବାଡ଼ି କର୍ମୀଙ୍କ ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

.କୋଭିଡ୍ ଦ୍ୱିତୀୟ ଲହରରୁ ଗାଁକୁ ସୁରକ୍ଷା ଦେବା ସହ ନିଜେ ସୁରକ୍ଷିତ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ . ଟେକ୍ନୋଲୋଜିର ପ୍ରୟୋଗରେ ଯୋଡ଼ିହେଲେ ତୃଣମୂଳ ସ୍ତରର ୭୦ ହଜାର କ୍ଷେତ୍ର କର୍ମଚାରୀ

ସରକାରଙ୍କ ଐତିହାସିକ ଚାଷୀ ଅନୁକୂଳ ପଦକ୍ଷେପ : ସାର ସବସିଡି ବୃଦ୍ଧି

.ଡିଏପି ସାର ଉପରେ ସବସିଡି ପରିମାଣ 140% ବଢ଼ିଲା .ଡିଏପି ବସ୍ତା ପିଛା 500 ଟଙ୍କା ବଦଳରେ 1200 ଟଙ୍କାର ସବସିଡି ପାଇବେ ଚାଷୀ .ଏଣିକି 2400 ଟଙ୍କା ପରିବର୍ତ୍ତେ 1200 ଟଙ୍କାରେ ଡିଏପି ବସ୍ତା କିଣିପାରିବେ ଚାଷୀ ଏହି ସବସିଡି ବାବଦରେ ଅତିରିକ୍ତ 14,775 କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର…

ଡ୍ରାଇଭ୍ ଇନ୍ ଏବଂ ଡୋର୍ ଷ୍ଟେପ୍ କୋଭିଡ୍ ଟିକାକରଣ ବନ୍ଦ

ଭୁବନେଶ୍ୱର: ଗାଡ଼ିରେ ବସି ଅ ।ଉ ଟିକା ନେଇପାରିବେନି ଲୋକେ । ରାଜ୍ୟରେ ଡ୍ରାଇଭ୍ ଇନ୍ ଏବଂ ଡୋର୍ ଷ୍ଟେପ୍ କୋଭିଡ୍ ଟିକାକରଣ ବନ୍ଦ କରାଯିବ । ଭୁବନେଶ୍ୱରେ ଲୋକେ କାରରେ ବସି ଟିକା ନେଉଥିଲେ ।ସେପଟେ ବ୍ରହ୍ମପୁରରେ ଡୋରଷ୍ଟେପ ଟିକାକରଣ ବି ହେଉଥିଲା । କିନ୍ତୁ ଏବେ ଉଭୟ ଡ୍ରାଇଭ୍ ଇନ୍ ଏବଂ