ରଥଯାତ୍ରା ଲାଗି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ପୁରୀ ଛଡ଼ା ଅନ୍ୟ କେଉଁଠି ହେବ ନାହିଁ ଘୋଷଯାତ୍ରା । ଆଜି ଏଭଳି ଶୁଣାଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ । ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ଆୟୋଜନ କରାଯିବା ନେଇ କରାଯାଇଥିଲା ଏକାଧିକ ଆବେଦନ । କେନ୍ଦ୍ରାପଡ଼ା, ନୀଳଗିରି ଓ ଭଟଲୀରେ ରଥଯାତ୍ରା ଆୟୋଜନ!-->…