ପ୍ରବାସୀ ଶ୍ରମିକଙ୍କ ବସ୍, ରେଳ ଭଡା ମାଗଣା
ନୂଆଦିଲ୍ଲୀ() କରୋନା ସତର୍କତା ନେଇ ସମଗ୍ର ଦେଶ ଲକ ଡାଉନ ରହିଛି । ତେଣୁ ପ୍ରବାସୀ ଶ୍ରମିକଙ୍କୁ ଫେରେଇ ଆଣିବାକୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାସହ ଆଜି ପ୍ରବାସୀ ଶ୍ରମିକଙ୍କ ପାଇଁ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଶ୍ରମିକଙ୍କଠାରୁ ବସ୍, ରେଳଯାତ୍ରା ଖର୍ଚ୍ଚ ନିଆଯିବ…