Odia News Portal
Browsing Tag

supreme court

ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡାବାଣୀ

ନୂଆଦିଲ୍ଲୀ() ସୋସିଆଲ୍ ମିଡିଆ ପୋଷ୍ଟ ନେଇ ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡାବାଣୀ । କହିଲେ ସାଧାରଣ ଲୋକଙ୍କୁ ପୋଲିସ କରିପାରିବ ନାହିଁ ହଇରାଣ । ମାମଲାରେ ମମତା ସରକାରଙ୍କୁ ଭତ୍ସନା କରି ସୁପ୍ରିମକୋର୍ଟ କହିଛନ୍ତି ସୋସିଆଲ୍ ମିଡିଆ ପୋଷ୍ଟ ବାହାନାରେ ସାଧରଣ ଅଭିବ୍ୟକ୍ତିର…

ହାଥରସ ତଦନ୍ତର ସୁପ୍ରିମକୋର୍ଟ ତତ୍ତ୍ୱାବଧାନ ଅନାବଶ୍ୟକ

ନୂଆଦିଲ୍ଲୀ()  ଉତ୍ତର ପ୍ରଦେଶର ବହୁ ଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି ।  ମାମଲାର ତତ୍ତ୍ୱାବଧାନ ସମ୍ପର୍କରେ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଏଥିସହ ଆହ୍ଲାବାଦ ହାଇକୋର୍ଟ ଏହି ମାମଲାର ହେଉଥିବା…

ଶାଶୂଘରେ ରହିବା ବୋହୂର ଅଧିକାର

ନୂଆଦିଲ୍ଲୀ()  ଗୁରୁବାର ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି। ଘରୋଇ ହିଂସା ଅଧିନିୟମ ଅଧିନରେ ବୋହୂକୁ ନିଜ ସ୍ବାମୀଙ୍କ ପିତା-ମାତାଙ୍କ ଘରେ ରହିବାର ଅଧିକାର ଅଛି। ଜଷ୍ଟିସ୍‌ ଅଶୋକ ଭୂଷଣଙ୍କ ଅଧକ୍ଷତାରେ ୩ ଜଣିଆ ଖଣ୍ଡପୀଠ ତରୁଣ ବାତ୍ରାଙ୍କ ମାମଲାରେ ଏଭଳି ରାୟ ଶୁଣାଇଛନ୍ତି।…

ସର୍ବସାଧାରଣ ସ୍ଥାନକୁ ଧାରଣା ପ୍ରଦର୍ଶନ ପାଇଁ ଘେରା ଯାଇପାରିବ ନାହିଁ

ନୂଆଦିଲ୍ଲୀ ()  ଦିଲ୍ଲୀରେ ଶାହିନ ବାଗରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ କରାଯାଇଥିବା ବିରୋଧ ପ୍ରଦର୍ଶନ ଉପରେ ସୁପ୍ରିମକୋର୍ଟ ଆଜି ବଡ଼ ନିଷ୍ପତି ଶୁଣାଇଛନ୍ତି। କୌଣସି ବ୍ୟକ୍ତି ସମୂହ ସର୍ବସାଧାରଣ ସ୍ଥାନକୁ ବ୍ଲକ୍ କରିପାରିବେ ନାହିଁ ବୋଲି ଅଦାଲତ କହିଛନ୍ତି। ସେ କହିଛନ୍ତି ଶାହିନ…

ଦେହଜୀବୀଙ୍କୁ ସହାୟତା ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ () ଯୌନ କର୍ମୀଙ୍କ ପାଇଁ ଖୁସି ଖବର । ସର୍ବୋଚ୍ଚ ନ୍ୟାୟାଳୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ଯୌନକର୍ମୀ ମାନଙ୍କୁ ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ । କୋଭିଡ଼-୧୯ ସମୟରେ ଯୌନକର୍ମୀମାନେ ଅଭାବ ଅନଟନରେ ଜୀବନ ବିତାଉଛନ୍ତି । ଏଭଳି…

ଓଡିଶାକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ() ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ମାମଲାରେ ଓଡିଶା ସମେତ ୪ ରାଜ୍ୟଙ୍କୁ ନୋଟିସ୍ ପଠାଇଲେ ସୁପ୍ରିମକୋର୍ଟ । ପଶ୍ଚିମବଙ୍ଗ, ଦିଲ୍ଲୀ ଓ ତେଲେଙ୍ଗାନା ସରକାରଙ୍କୁ ମଧ୍ୟ ନୋଟିସ୍ ପଠାଯାଇଛି । ୪ ସପ୍ତାହ ମଧ୍ୟରେ ନୋଟିସର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନ…

ପିଏମ୍ କେୟାର୍ସରୁ ପାଣ୍ଠି ସ୍ଥାନାନ୍ତର କରାଯାଇପାରିବ ନାହିଁ

ନୂଆଦିଲ୍ଲୀ() ପିଏମ୍ କେୟାର୍ସରୁ ଜାତୀୟ ବିପର୍ୟ୍ୟୟ ମୁକାବିଲା ଫଣ୍ଡକୁ ପାଣ୍ଠି ସ୍ଥାନାନ୍ତର ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ କହିଛନ୍ତି ଯେ, ପିଏମ୍ କେୟାର୍ସରେ ଥିବା ଅର୍ଥକୁ ଜାତୀୟ ବିପର୍ୟ୍ୟୟ ମୁକାବିଲା ପାଣ୍ଠିରେ ଜମା କିମ୍ବା…

ବାପାଙ୍କ ସମ୍ପତିରେ ପୁଅ ଓ ଝିଅଙ୍କ ସମାନ ଅଧିକାର

ନୂଆଦିଲ୍ଲୀ() ପୈତୃକ ସମ୍ପତିରୁ ଝିଅର ସନ୍ତାନମାନେ ମଧ୍ୟ ଭାଗ ପାଇପାରିବେ  । ଝିଅ ମୃତ୍ୟୁବରଣ କରିଥିଲେ ବି ତାଙ୍କ ପିଲାମାନେ ସମ୍ପତିରୁ ଭାଗ ପାଇପାରିବେ  । ସୁପ୍ରିମକୋର୍ଟ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି  । ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ…

ସୁପ୍ରିମକୋର୍ଟରେ ଘୁଞ୍ଚିଲା ରାଜସ୍ଥାନ ରାଜନୀତି ମାମଲାର ଶୁଣାଣି

ନୂଆଦିଲ୍ଲୀ() ସୁପ୍ରିମକୋର୍ଟରେ ରାଜସ୍ଥାନ ରାଜନୀତି ମାମଲାର ଶୁଣାଣି ଘୁଞ୍ଚିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବାଚସ୍ପତି । ଆସନ୍ତାକାଲି ୧୯ ବିଧାୟକଙ୍କ…

ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ନୂଆଦିଲ୍ଲୀ () ପ୍ରବାସୀ ଶ୍ରମିକମାନଙ୍କ ଉପରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ୧୫ ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଫସିରହିଥିବା ପ୍ରବାସୀ ଶ୍ରମିକ ଓ କର୍ମଚାରୀମାନଙ୍କୁ ସେମାନଙ୍କ ନିଜ ନିଜ ରାଜ୍ୟକୁ ପଠାଇଦେବାକୁ ସେ କେନ୍ଦ୍ର ଓ ରାଜ୍ୟ…