ଅକ୍ସିଜେନ ବିତରଣ ପାଇଁ ଟାସ୍କଫୋର୍ସ ଗଠନ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କୋରୋନାର ଦ୍ୱିତୀୟ ଲହର ସାରାଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଥିବା ସମୟରେ ରୋଗୀଙ୍କୁ ଅକ୍ସିଜେନ ସମସ୍ୟା ଦୂର କରିବା ପାଇଁ ସୁପ୍ରିମକୋର୍ଟ ନେଇଛନ୍ତି ବଡ଼ ଫଇସଲା। କେନ୍ଦ୍ର ସରକାର ସବୁ ରାଜ୍ୟକୁ ଠିକ୍ ଭାବେ ଅକ୍ସିଜେନ ଯୋଗାଇ ପାରୁ ନାହାନ୍ତି । ଅକ୍ସିଜେନ!-->…