ସୁମିତ ଓ ତପସ୍ୱିନୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ
ବ୍ରହ୍ମପୁରର ଡାକ୍ତର ସୁମିତ ଓ ତପସ୍ୱିନୀ ବିବାଦ ମାମଲାରେ ଆସିଛି ନୂଆ ଅପଡେଟ । ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ଲାଗି ପତିପତ୍ନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୯ ତାରିଖରେ ହାଜର ହେବା ଲାଗି ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସୁମିତ ନେଇଥିବା ଭଡ଼ା ଘରକୁ!-->…