ସମରେ କୋଭାକ୍ସିନ୍ର ମାନବୀୟ ପରୀକ୍ଷଣ ଆରମ୍ଭ
ଭୁବନେଶ୍ୱର () ସମ୍ ହସ୍ପିଟାଲ୍ରେ କରୋନା ଭାକସିନ୍ କୋଭାକ୍ସିନ୍ର ମାନବୀୟ ପରୀକ୍ଷଣ ଆରମ୍ଭ ହୋଇଛି । ସମରେ ହ୍ୟୁମାନ ଟ୍ରାଏଲରେ ଅନେକ ସ୍ୱେସ୍ଥାସେବୀ ଅଂଶଗ୍ରହଣ କରିଥିଲେ । ସମ ହସ୍ପିଟାଲରେ କୋଭିଡ ୧୯ ଭ୍ୟାକସିନର ମାନବ ପରୀକ୍ଷଣ ଆରମ୍ଭ ବେଳେ ସ୍ୱେଚ୍ଛାସେବୀମାନଙ୍କର ସ୍ୱାସ୍ଥ୍ୟ…