ନକଲି ଔଷଧ ମାମଲା: ଶିବ ପ୍ରଶନ୍ନ ଜେନା ଗିରଫ
ଭୁବନେଶ୍ୱର: ନକଲି ମେଡିସିନ ମାମଲାରେ ଗିରଫ ହୋଇଛି ଶିବ ପ୍ରଶନ୍ନ ଜେନା । ମେଡିଲଏଡ ମେଡିକାଣ୍ଟ ସଂସ୍ଥାର ମାଲିକ ହେଉଛି ଶିବ ଜେନା । ଆଜି ତାକୁ ଗିରଫ କରିଛି ଏସଟିଏଫ ଟିମ୍ । ଗତକାଲି ଶିବଙ୍କ ପତ୍ନୀଙ୍କ ସହ ଆଉ ୩ଜଣଙ୍କୁ ଗିରଫ କରାଯାଇଥିଲା । ଶିବ ଫେରାର ଥିବା ବେଳେ ଆଜି ଗିରଫ କରିଛି!-->…