ରାଜ୍ୟରେ ଏବେ ହେବନି ଦିନ କର୍ଫ୍ୟୁ
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଦିନ କର୍ଫ୍ୟୁ ନେଇ ଆଜି ଦିନ ତମାମ ଚର୍ଚ୍ଚା ଲାଗି ରହିଥିଲା । ତେବେ ରାଜ୍ୟରେ ଏବେ ଦିନ କର୍ଫ୍ୟୁ ହେବାର ସମ୍ଭାବନା ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନା ସୂଚନା ଦେଇଛନ୍ତି । ରାଜ୍ୟରେ ଏବେ କରୋନାର ସ୍ଥିତି!-->…