Odia News Portal
Browsing Tag

sports

ବିଶ୍ୱ ମାନ୍ୟତାରେ ଦ୍ୱିତୀୟ ସ୍ଥାନରେ ନୀରଜ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସ ଜିତିବା ପରେ ଭାରତୀୟ ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ୧୪ ଟି ସ୍ଥାନରେ ଲମ୍ଫ ଦେଇ ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ନୀରଜ ଭାରତ ପାଇଁ ଅଲମ୍ପିକ୍ ଟ୍ରାକ ଆଣ୍ଡ ଫିଲ୍ଡରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ଭାରର ପାଇଁ ଇତିହାସ ରଚିଛନ୍ତି ।

ଆଜି ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ

ନଟିଂହାମ: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ ଦ୍ୱିତୀୟ ଟେଷ୍ଟ । ପ୍ରଥମ ଟେଷ୍ଟ ଡ୍ର ହେବା ପରେ ଦ୍ୱିତୀୟ ମ୍ୟାଚ ବିଜୟ ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ । ବର୍ଷା ଯୋଗୁଁ ପ୍ରଥମ ମ୍ୟାଚଟି ଡ୍ର ହୋଇଥିଲା । ତେବେ ଦ୍ୱିତୀୟ ମ୍ୟାଚରେ ପୁନର୍ବାର ବର୍ଷା ବାଧକ ସାଜିପାରେ ବୋଲି ମଧ୍ୟ

ଦ୍ୱିତୀୟ ଟେଷ୍ଟ ଖେଳିବେ ମୋଇନ ଅଲ୍ଲୀ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ୧୨ ତାରିଖ ଠାରୁ ୨ୟ ଟେଷ୍ଟ ମ୍ୟାଚ ଖେଳାଯିବ । ଲଡର୍ସର ଐତିହାସିକ ପଡ଼ିଆରେ ଏହି ମୁକାବିଲା ହେବ । ନଟିଂହାମ୍ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ବର୍ଷା ଯୋଗୁଁ ଡ୍ର ହୋଇଛି । ୫ ମ୍ୟାଚ୍ର ଟେଷ୍ଟ ଏବେ ୦-୦ସ୍ଥିତିରେ ରହିଛି । ଭାରତ ଲଡର୍ସରେ

୪ ଓଡ଼ିଆ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସ ଶେଷ ହେବା ପରେ ୪ ଓଡ଼ିଆ ଖେଳାଳୀଙ୍କ ଘର ବାହୁଡ଼ା ହୋଇଛି । ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ଓଡ଼ିଆ ଖେଳାଳୀଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି । ପୁରୁଷ ହକି ଦଳରେ ସ୍ଥାନ ପାଇଥିଲେ

ଭାରତର ପ୍ରଥମ ୱିକେଟର ପତନ

ନଟିଂହାମ: ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଦିନ ଖେଳ ଜାରି ରଖିଛି ଭାରତ । ଲଞ୍ଚ ପୂର୍ବରୁ ଭାରତକୁ ଲାଗି ବଡ଼ ଝଟକା । ଭରଷାଯୋଗ୍ୟ ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଆଉଟ ହୋଇ ପାଭିଲିୟନ ଫେରିଛନ୍ତି । ରୋହିତ ୧୦୭ଟି ବଲ ଖେଳି ୩୬ ରନ କରିଛନ୍ତି । ରବିନସନଙ୍କ ବଲରେ କ୍ୟାଚ ଆଉଟ ହୋଇ ପାଭିଲିୟନ

ସେମିରେ ହାରିଲା ଭାରତ

ଟୋକିଓ: ଏଠାରେ ଚାଲିଥିବା ଅଲିମ୍ପିକ୍ସ କ୍ରୀଡାର ପୁରୁଷ ହକି ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳ ପ୍ରତିପକ୍ଷ ବେଲଜିୟମ ଠାରୁ ୫-୨ ଗୋଲରେ ପରାସ୍ତ ହୋଇଛି। ବେଲଜିୟମ ଫାଇନାଲ ଖେଳିବାକୁ ନିଜର ସ୍ଥାନ ସୁନିଶ୍ଚିତ କରିଥିବାବେଳେ ଭାରତୀୟ ପୁରୁଷ ହକି ଦଳ ଆଗକୁ କାଂସ୍ୟ ପଦକ ପାଇଁ ପ୍ରତିଯୋଗିତା

ସ୍ପିନ ବଲରେ ଘାଇଲା ହେଲେ ଭାରତୀୟ ବ୍ୟାଟ୍ସମ୍ୟାନ

କଲମ୍ବୋ: ଭାରତର ବ୍ୟାଟିଂ ବିପର୍ଯ୍ୟୟ । ସ୍ପିନରଙ୍କ ବଲରେ ଘାଇଲା ଖେଳାଳୀ । ୩୦ ରନରେ ୪ଟି ୱିକେଟ ହରାଇଛି ଟିମ୍ ଇଣ୍ଡିଆ । ହସରଙ୍ଗା ୨ଟି ୱିକେଟ ଅକ୍ତିଆର କରିଛନ୍ତି । ଭୁବନେଶ୍ୱର କୁମାର ଏବଂ ନିତିଶ ରାଣା ଏବେ ଭାରତ ଲାଗି ବ୍ୟାଟିଂ ଜାରି ରଖିଛନ୍ତିି । ଶିଖର ଧାୱନ, ଋତୁରାଜ ଗାଇକୱାଡ,

ଆଜି ଭାରତ ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦

କଲମ୍ବୋ: ଆଜି ଭାରତ ଶ୍ରୀଲଙ୍କା ବିପକ୍ଷରେ ଖେଳିବ ଦ୍ୱିତୀୟ ଟି-୨୦ । ଗତକାଲି ଏହି ମ୍ୟାଚ ଖେଳାଯିବାକୁ ଥିବା ବେଳେ ଭାରତୀୟ ଦଳର ଅଲରାଉଣ୍ଡର କୁନାଲ ପାଣ୍ଡ୍ୟା କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଯେଉଁ କାରଣରୁ ମ୍ୟାଚକୁ ସ୍ଥଗିତ ରଖାଯାଇଥିଲା । ଏହି ମ୍ୟାଚ୍ ବୁଧବାର ରାତି ୮ଟାରେ

ଓସିଏର ବିଭିନ୍ନ ଟିମ୍ ଲାଗି କୋଚ୍ ନିଯୁକ୍ତ

କଟକ : ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) ତରଫରୁ ବିଭିନ୍ନ ବୟସ ବର୍ଗରେ ପୁରୁଷ ଓ ମହିଳା ଟିମ୍ ପାଇଁ କୋଚ୍ ତାଲିକା ପ୍ରକାଶ କରାଯାଇଛି। ୱାସିମ ଜାଫର୍ ଓସିଏର ମୁଖ୍ୟ କୋଚ୍ ରହିଛନ୍ତି । ରଣଜୀ ଟ୍ରଫି ପାଇଁ ସଞ୍ଜୟ ଶତପଥୀ ବ୍ୟାଟିଂ ଓ ଗୌତମ ଗୋପାଳ ଫିଲ୍ଡିଂ କୋଚ୍ ନିଯୁକ୍ତ ହୋଇଛନ୍ତି ।

ଟୋକିଓ ଅଲମ୍ପିକ, ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ ହକି ଦଳ

ଟୋକିଓ: ଭାରତୀୟଙ୍କ ଲାଗି ଖୁସି ଖବର । ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକିରେ ଭାରତର ଦମଦାର ବିଜୟ। ବିଜୟରୁ ଭାରତର ଅଭିଯାନ ଆରମ୍ଭ ହୋଇଛି । ଅଲିମ୍ପିକ୍ସରେ ଭାରତର ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇଲା ଭାରତ । ଭାରତ ବିଜୟର ହିରୋ ରହିଥିଲେ ହରମନପ୍ରୀତ । ସେ ଦୁଇଟି ଗୋଲ