Odia News Portal
Browsing Tag

sports

ଆଇପିଏଲ ଆରମ୍ଭ ହେବା ପୂର୍ବରୁ ନିଜ ଦଳକୁ ନେଇ ଏମିତି କହିଲେ ଦିଲ୍ଲୀ କ୍ୟାପିଟାଲ୍ସର କୋଚ୍

ନୂଆଦିଲ୍ଲୀ: ଆଇପିଏଲ ୧୪ତମ ସଂସ୍କରଣର ଦ୍ୱିତୀୟ ଭାଗ ମ୍ୟାଚ ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି । ସବୁଦଳ ଏବେଠାରୁ ଅଭ୍ୟାସ ଆରମ୍ଭ କରିଲେଣି । ତେବେ ଏହାରି ଭିତରେ ଦିଲ୍ଲୀ କ୍ୟାପିଟାଲ୍ସର କୋଚ୍ ପ୍ରବୀଣ ଆମ୍ରେ କହିଛନ୍ତି କି, ଆମ ଦଳ ପୁଣି ପ୍ରଥମରୁ ଖେଳ ଆରମ୍ଭ କରିବ । ଦଳ

ପାରା ଅଲିମ୍ପିକ୍ସ: ଭାରତକୁ ପ୍ରଥମ ପଦକ ଭେଟିଦେଲେ ଭାବିନା ପଟେଲ

ଟୋକିଓ: ପାରା ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ମିଳିଛି । ମହିଳା ଟେବୁଲ ଟେନିସରେ ରୌପ୍ୟ ପଦକ ଜିତିଛନ୍ତି ଭବିନା ପଟେଲ୍ । ଫାଇନାଲରେ ଭବିନା,ଚୀନ୍ ପ୍ରତିଯୋଗୀଙ୍କଠାରୁ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ପାରା ଅଲିମ୍ପିକ୍ସର ଟେବୁଲ ଟେନିସରେ ଏହା ହେଉଛି ଭାରତର

ତୃତୀୟ ଟେଷ୍ଟ ହାରିଲା ଭାରତ

ଲଡର୍ସ: ଭାରତ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ୪ଦିନ ମଧ୍ୟରେ ଶେଷ ହୋଇଛି । ଭାରତ ୭୬ ରନର ଇନିଂସ ପରାଜୟ ବରଣ କରିଛି । ୫ ମ୍ୟାଚ ବିଶିଷ୍ଟ ସରିଜ ଏବେ ୧-୧ରେ ବରାବର ରହିଛି । ପ୍ରଥମ ମ୍ୟାଚଟି ଡ୍ର ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚଟି ଜିତି ନେଇଥିଲା ବିରାଟ ବାହିନୀ । ଆଉ ତୃତୀୟ

ପରାଜୟ ପଥରେ ଭାରତ

ଲର୍ଡ୍ସ: ତୃତୀୟ ଟେଷ୍ଟ ଭାରତ ହାତରୁ ଖସିବାକୁ ଲାଗିଲାଣି । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତର ୨ଟି ୱିକେଟ ଯାଇଥିଲା । ଆଜି ବିରାଟ ଓ ପୂଜାରା ଖେଳ ଆରମ୍ଭ କରିଥିଲେ । କିନ୍ତୁ ବେଶି ସମୟ ତିଷ୍ଟି ପାରି ନଥିଲେ । ପୁଜାରା ଆଉଟ ହେବା ପରେ ଜଣକ ପରେ ଜଣେ ବ୍ୟାଟ୍ସମ୍ୟାନ ଆଉଟ ହୋଇ ପାଭିଲିୟନ

୩ୟ ଟେଷ୍ଟ, ଭାରତର ବ୍ୟାଟିଂ ବିପର୍ଯ୍ୟୟ

ଲଡର୍ସ: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି ତୃତୀୟ ଟେଷ୍ଟ । ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଛି । ତେବେ ଭାରତ ଏଯାବତ ମାତ୍ର ୩୦ ରନ କରିଥିବା ବେଳେ ୩ଜଣ ବ୍ୟାଟ୍ସମ୍ୟାନ ଆଉ ହୋଇସାରିଲେଣି । ଏବେ ରୋହିତ ଏବଂ ରାହାଣେ ବ୍ୟାଟିଂ ଜାରି ରଖିଛନ୍ତି । ରାହୁଲ ଆଜି ଖାତା ଖୋଲିନଥିବା ବେଳେ

ଘୋଷଣା ହେଲା ଟି-୨୦ ବିଶ୍ୱକପ ସୂଚୀ

ନୂଆଦିଲ୍ଲୀ: ଅକ୍ଟୋବରରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ । ତେବେ ବିସିସିଆଇ ଏଥିଲାଗି ଘୋଷଣା କରାଯାଇଛି ସୂଚୀ । ଭାରତୀୟ ଦଳ ୨୪ ଅକ୍ଟୋବରରୁ ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିବ । ବିରାଟ ବାହିନୀ ନିଜ ପ୍ରଥମ ମ୍ୟାଚ୍ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳିବ। ଅକ୍ଟୋବର

ଆଜି ଭାରତୀୟ ହକି ଦଳକୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରି ସାରାଦେଶକୁ ଉଲ୍ଲସିତ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ଆଜି ଭୁବନେଶ୍ୱରରେ ସମ୍ବର୍ଦ୍ଧିତ କରାଯିବ । ଦୁଇ ଦଳ ଆଜି ଭୁବନେଶ୍ୱରରେ ପହଞ୍ଚୁଛନ୍ତି । କଳିଙ୍ଗ ହକି ଷ୍ଟାଡିୟମରେ ଓଡିଶା ସରକାର ହକି ଖେଳାଳିଙ୍କୁ

ଭାରତର ଦମଦାର ବୋଲିଂ

ଲର୍ଡସ: ଭାରତର ଦମଦାର ବୋଲିଂ । ପ୍ରଥମରୁ ଇଂଲଣ୍ଡର ୱିକେଟର ପତନ ଘଟିଛି । ୨ ଓଭରରେ ୩ ରନ ମଧ୍ୟରେ ୨ଟି ୱିକେଟ ହରାଇଛି ଇଂଲଣ୍ଡ । ପ୍ରତମ ଓଭରରେ ବୁମରା ଗୋଟିଏ ୱିକେଟ ଅକ୍ତିଆର କରିଥିବା ବେଳେ ଦ୍ୱିତୀୟ ଓଭରରେ ସାମି ମଧ୍ୟ ଏକ ୱିକେଟ ଅକ୍ତିଆର କରିଛନ୍ତି । ଭାରତ ଦ୍ୱିତୀୟ ପାଳିରେ ୨୯୮ ରନ

ଦ୍ୱିତୀୟ ପାଳିରେ ଫେଲ ମାରିଲେ ଭାରତୀୟ ଓପନର ଯୋଡ଼ି

ଲର୍ଡ୍ସ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ପାଳିରେ ଭାରତୀୟ ଓପନରଙ୍କ ନିରାଶ ଜନକ ପ୍ରଦର୍ଶନ । ରାହୁଲ ଏବଂ ରୋହିତ ଯୋଡ଼ି ଅଧିକ ସମୟ ତିଷ୍ଠି ପାରିନାହିଁ । ରାହୁଲ ମାତ୍ର ୫ ରନ କରିଥିବା ବେଳେ ରୋହିତ ୨୧ ରନ କରିବାରେ ସକ୍ଷମ ହୋଇଛନ୍ତି । ଏବେ ଭାରତୀୟ

ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଉନ୍ମୁକ୍ତ ଚାନ୍ଦ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ଭାରତୀୟ ଯୁବ କ୍ରିକେଟର ଉନ୍ମୁକ୍ତ ଚାନ୍ଦ । ୨୮ ବର୍ଷ ବୟସରେ ଅବସର ନେଇଛନ୍ତି ଚାନ୍ଦ । ଦୀର୍ଘଦିନ ଦଳରୁ ଦୂରେଇ ରହିବା ପରେ ଶେଷରେ ଅବସର ଘୋଷଣା କରିଛନ୍ତି । ତେବେ ସେ ବିଦେଶରେ ଯାଇ ଖେଳିବେ ବୋଲି ଚର୍ଚ୍ଚା ହେଉଛି । ୨୦୧୨ ମସିହାରେ