Odia News Portal
Browsing Tag

sports news

ଆଜିଠୁ ଆରମ୍ଭ ଆଇପିଏଲ ମହାକୁମ୍ଭ

ଦୁବାଇ: ଅଧାରେ ରହିଥିଲା । ଆଜିଠୁ ଆରମ୍ଭ ହେବ । ଧନୀ କ୍ରିକେଟ ଲିଗ୍ ଆଇପିଏଲ-୨୦୨୧ର ବାକି ରହିଥିବା ମ୍ୟାଚ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ୟୁଏଇରେ ଆରମ୍ଭ ହେବାକୁ ଯାଉଛି । ତେବେ ଆଜି ପ୍ରଥମ ମ୍ୟାଚରେ ଚେନ୍ନାଇକୁ ଭେଟିବ ମୁମ୍ବାଇ । ଦୁଇଦଳ ମଧ୍ୟରେ କଡା

ଆଜିଠୁ ଭାରତ- ଇଂଲଣ୍ଡ ୩ୟ ଟେଷ୍ଟ

ଲଡ୍‌ସ : ଆଜିଠାରୁ ହେଡିଂଲିର ଲିଡ୍‌ସ ଗ୍ରାଉଣ୍ଡରେ ଉଭୟ ଦଳଙ୍କ ମଧ୍ୟରେ ୩ୟ ଟେଷ୍ଟମ୍ୟାଚ୍ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଭାରତ ସୁବିଧାଜନକ ସ୍ଥିତିରେ ଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଥିଲା। ୨ୟ ଟେଷ୍ଟର ପ୍ରଥମ ୪ ଦିନ ଇଂଲଣ୍ଡ ଆଗରେ ରହିଥିବା ବେଳେ ୫ମ ଦିନ ଲଢ଼ୁଆ

ପ୍ରକାଶ ପାଇଲା ଆଇସିସି ଟେଷ୍ଟ ମାନ୍ୟତା, ଜାଣନ୍ତୁ କେଉଁ ଖେଳାଳୀ କେତେ ନମ୍ବର ସ୍ଥାନରେ ରହିଛନ୍ତି

ନୂଆଦିଲ୍ଲୀ: ଆଇସିସି ଦ୍ଵାରା ବୁଧବାର ଜାରି ସଦ୍ୟତମ ଟେଷ୍ଟ ମାନ୍ୟତାରେ ଭାରତୀୟ ଓପନର୍ କେ.ଏଲ୍ ରାହୁଲଙ୍କୁ ବଡ଼ ଲମ୍ଫ ଦେଇଛନ୍ତି। ରାହୁଲ ୧୯ଟି ସ୍ଥାନ ଉଠି ୩୭ତମ ସ୍ଥାନକୁ ଉନ୍ନୀତ କରିଛନ୍ତି ଜ୍ଝ ଲର୍ଡସରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଏକ ଚମତ୍କାର ଶତକ ଯୋଗୁଁ ରାହୁଲଙ୍କ

ଅକ୍ଟୋବର ୨୪ରେ ଭାରତ ପାକିସ୍ତାନ ମୁହାଁମୁହିଁ

ନୂଆଦିଲ୍ଲୀ: କ୍ରିକେଟପ୍ରେମୀଙ୍କ ପାଇଁ ବଡ ଓ ଖୁସି ଖବର ଆସିଛି । ଭାରତ ଓ ପାକିସ୍ତାନ ଟିମ ପୁଣି ଥରେ କ୍ରିକେଟ ମଇଦାନରେ ସାମ୍ନାସାମ୍ନି ହେବେ । କ୍ରିକେଟ ଏହି ଦୁଇ ଟିମ ମଧ୍ୟରେ ୨୪ ଅକ୍ଟୋବର ରେ ଦୁବାଇରେ ଲିଗ ମ୍ୟାଚ ହେବ । ଟି୨୦ ବିଶ୍ୱ କପ୍ ଆରମ୍ଭ ଚଲିତ ବର୍ଷ ୧୭ ଅକ୍ଟୋବର ୟୁଏଇରେ

ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ

ନଟିଂହାମ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆଜିଠାରୁ ଠାରୁ ଆରମ୍ଭ ହେଉଛି । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ହାରିବା ପରେ ଚାପରେ ଥିବା ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏହି ସିରିଜ୍ ତାଙ୍କ ନେତୃତ୍ୱ ଦକ୍ଷତାର ଆଉ ଏକ କଡ଼ା ପରୀକ୍ଷା ହେବ ।

ଚହଲ ଓ ଗୌତମ କରୋନା ପଜିଟିଭ୍‌

କଲମ୍ବୋ: ଭାରତୀୟ ଦଳର ଦୁଇ ସ୍ପିନର କ୍ରିଷାପା ଗୌତମ ଏବଂ ୟୁଜବେନ୍ଦ୍ର ଚହଲ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ପଜିଟିଭ ଚିହ୍ନଟ ହୋଇଥିବା ଅଲରାଉଣ୍ଡର କୁନାଲ ପାଣ୍ଡ୍ୟାଙ୍କ ସଂସ୍ପର୍ଶରେ ଆସି ଏମାନେ କରୋନା ଚିହ୍ନଟ ହୋଇଛନ୍ତି । ଏବେ ଏଇ ଦୁଇ ଖେଳାଳୀ କଲମ୍ବୋରେ ଆଇସୋଲେସନରେ

ସେମିରେ ସିଦ୍ଧୁ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତ ଲାଗି ଖୁସି ଖବର । ପଦକ ଆଡ଼କୁ ଆଉ ଏକ ପାଦ ଆଗେଇଛନ୍ତି ପି.ଭି. ସିନ୍ଧୁ ।ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପହଞ୍ଚିଛନ୍ତି । କ୍ୱାର୍ଟର ଫାଇନାଲରେ ସିନ୍ଧୁ ଜାପାନର ଅକାନେ ୟାମାଗୁଚିଙ୍କୁ ୨୧-୧୩, ୨୨-୨୦ ରେ ହରାଇ ଅନ୍ତିମ ୪ରେ ନିଜ ସ୍ଥାନ ପକ୍କା

ଟୋକିଓ ଅଲିମ୍ପିକ୍ସ, ପ୍ରିକ୍ୱାଟର୍ସରେ ଭାରତୀୟ ତୀରନ୍ଦାଜ ଅତନୁ ଦାସ

ଟୋକିଓ : ଦୁଇ ଥର ଅଲିମ୍ପିକ୍ସ୍ ସ୍ବର୍ଣ୍ଣପଦକ ପ୍ରାପ୍ତ ଦକ୍ଷିଣ କୋରିଆର ଓହ୍ ଜିନ୍ହିୟେକ୍ଙ୍କୁ ଜଣିକିଆ ପୁରୁଷ ତୀରଚାଳନା ପ୍ରତିଯୋଗିତାରେ ପରାସ୍ତ କରି ଆଜି ଭାରତୀୟ ତୀରନ୍ଦାଜ ଅତନୁ ଦାସ ଟୋକିଓ ଅଲିମ୍ପିକ୍ସ୍ର ପ୍ରି-କ୍ବାର୍ଟର୍ସରେ ପ୍ରବେଶ କରିଛନ୍ତି।‘ୟୁମେନୋଶିମା ରାଙ୍କିଙ୍ଗ୍

ଚାନୁଙ୍କୁ ମିଳିପାରେ ସ୍ୱର୍ଣ୍ଣ ପଦକ

ଟୋକିଓ: ଅଲିମ୍ପିକ୍ସରେ ଭାରୋଉତ୍ତୋଳନରେ ଭାରତକୁ ପ୍ରଥମ ପଦକ ଉପହାର ଦେଇଛନ୍ତି ମୀରାବାଈ ଚାନୁ । ସେ ରୌପ୍ୟ ପଦକ ଜିତିଥିବା ବେଳେ ଦେଶରେ ଖୁସିର ଲହରୀ ଖେଳିଯାଇଛି । ତେବେ ଏବେ ପୁଣି ଏଭଳି ଏକ ଖବର ଆସିଛି ଯାହାକି ସମସ୍ତ ଭାରତୀୟଙ୍କ ଲାଗି ଏକ ବଡ଼ ଖବର । ମୀରାବାଈଙ୍କୁ ରୌପ୍ୟ ବଦଳରେ

ଟୋକିଓ ଅଲିମ୍ପିକ୍ସ, ସେମିଫାଇନାଲରେ ଅର୍ଜୁନ ଓ ଅରବିନ୍ଦ

ନୂଆଦିଲ୍ଳୀ : ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳ ଏହାର ଚମକ୍ରାର ପ୍ରଦର୍ଶନ ଜାରି ରଖିଛି । ଭାରତୀୟ ନୌଚାଳକ ଅର୍ଜୁନ ଜାଟ ଓ ଅରବିନ୍ଦ ସିଂ ସେମି ଫାଇନାଲରେ ପ୍ରବେଶ କରିବା ସହିତ ଇତିହାସ ରଚିଛନ୍ତି । ଏହା ପୂର୍ବରୁ କୌଣସି ବି ଭାରତୀୟ ନୌଚାଳକ ସେମିରେ ପ୍ରବେଶ କରି ପାରିନଥିଲେ । ଏହା