Odia News Portal
Browsing Tag

sports news

ଟି ୨୦ ବିଶ୍ୱକପ, ଆଜି ଭାରତ-ଇଂଲଣ୍ଡ ଅଭ୍ୟାସ ମ୍ୟାଚ

ଆଜି ଭାରତ-ଇଂଲଣ୍ଡ ଅଭ୍ୟାସ ମ୍ୟାଚ । ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତ ୨ଟି ଅଭ୍ୟାସ ମ୍ୟାଚ୍‌ ଖେଳିବ । ଏହି ମ୍ୟାଚ୍‌ ଜରିଆରେ ଭାରତ ଶ୍ରେଷ୍ଠ ଏକାଦଶ ପ୍ରସ୍ତୁତ କରିବାକୁ ପ୍ରୟାସ କରିବ । ଇଂଲଣ୍ଡ ବିପକ୍ଷ ଏହି ଅଭ୍ୟାସ ମ୍ୟାଚରେ ଉଭୟ କେ

ଆଜି ଅନୀଲ କୁମ୍ବଲେଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା କୋଚ ଅନୀଲ କୁମ୍ବଲେଙ୍କ ଆଜି ହେଉଛି ଜନ୍ମଦିନ । ୫୧ ବର୍ଷରେ ପାଦ ଥାପିଛନ୍ତି ଏହି କ୍ରିକେଟର । ତାଙ୍କ ସ୍ପିନ୍ ଆଗରେ କାହିଁ କେତେ ବଡ଼ ବଡ଼ ବ୍ୟାଟ୍ସମ୍ୟାନମାନେ ଧରାଶାୟୀ ହୋଇଛନ୍ତି । ସେ ଟେଷ୍ଟରେ ୬୧୯ ୱିକେଟ ନେଇ ରେକର୍ଡ କରିଥିବା

ଆଜିଠୁ ଟି-୨୦ ବିଶ୍ୱକପ୍

ମସ୍କଟ : ରବିବାରଠାରୁ ଓମାନର ମସ୍କଟଠାରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆରମ୍ଭ ହେବ। ମ୍ୟାଚ୍‌ଗୁଡ଼ିକ ଓମାନ ଏବଂ ୟୁଏଇରେ ଆୟୋଜିତ ହେବ। ୧୬ ଦଳୀୟ ପ୍ରତିଯୋଗିତାରେ ମୋଟ ୪୫ ମ୍ୟାଚ୍ ଖେଳାଯିବ। ଆସନ୍ତାକାଲି ପ୍ରାରମ୍ଭିକ ପର୍ଯ୍ୟାୟର ଦୁଇଟି ମ୍ୟାଚ୍‌ରେ ଆୟୋଜକ ଓମାନକୁ ପାପୁଆ ନ୍ୟୁଗିନି ଏବଂ

ରାହୁଲ ଦ୍ରାବିଡ ହୋଇପାରନ୍ତି ଭାରତୀୟ କ୍ରିକେଟ ଦଳର କୋଚ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକଙ୍କୁ ଦିଆଯିବ ଗୁରୁ ଦାୟିତ୍ୱ । ଟି-୨୦ ବିଶ୍ୱକପ ପରେ ସେ ହୋଇପାରନ୍ତି ଭାରତୀୟ କ୍ରିକେଟ ଦଳର କୋଚ । ଆଇସିସି ଟି୨୦ ବିଶ୍ୱ କପ୍ ପରେ ଚଳିତ ବର୍ଷ ସେ ରବି ଶାସ୍ତ୍ରୀଙ୍କ ନିକଟରୁ ଏହି ଦାୟିତ୍ୱ ନେବେ ବୋଲି ଜଣାଯାଇଛି । ଏଥିପାଇଁ ଦ୍ରାବିଡ

ରାହୁଲଙ୍କୁ ଟପିଲେ ଗାଇକ୍ୱାଡ

ଦୁବାଇ: ଆଇପିଏଲ ୨୦୨୧ରେ ସର୍ବାଧିକ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି ଚେନ୍ନାଇ ସୁପରକିଙ୍ଗସର ଓପନର ବ୍ୟାଟ୍ସମ୍ୟାନ ଋତୁରାଜ ଗାଇକ୍ୱାଡ । କେଏଲ ରାହୁଲ ୬୨୬ ରନ କରିଥିବା ବେଳେ ଏବେ ଏହାକୁ ପାର କରିଛନ୍ତି ଗାଇକ୍ୱାଡ । ଏବେ ସେ ପଡିଆରେ ମହଜୁଦ ଅଛନ୍ତି । ତେବେ ଚଳିତ ବର୍ଷ ଆଇପିଏଲରେ ସେ

ଭାରତୀୟ ଟି-୨୦ ଦଳରେ ପରିବର୍ତ୍ତନ, ଏହି ଖେଳାଳୀଙ୍କ ସ୍ଥାନରେ…

ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସ-୨୦ ବିଶ୍ୱକପ । ତେବେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଦଳରେ ହୋଇଛି ପରିବର୍ତ୍ତନ । ଭାରତୀୟ ଟି-୨୦ ବିଶ୍ୱକପ୍ ଦଳରେ ପରିବର୍ତ୍ତନ ହୋଇଛି । ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଜାଗା ନେଇଛନ୍ତି ଦ୍ରୁତ ବୋଲର ସାର୍ଦ୍ଦୁଲ ଠାକୁର । ବୁଧବାର

ଆଜି ଫାଇନାଲ ପାଇଁ ଲଢ଼ିବେ ଦିଲ୍ଲୀ-କୋଲକାତା

ଦୁବାଇ: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଆଇପିଏଲରେ ଆଜି ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ । ଯେଉଁ ଦଳ ଆଜି ଜିତିବ ସେ ସିଧାସଳଖ ଫାଇନାଲରେ ଚେନ୍ନାଇକୁ ଭେଟିବ । ତେବେ ଫାଇନାଲ ଟିକେଟ ଲାଗି ଉଭୟ ଦଳ ମଧ୍ୟରେ କଡା ଟକ୍କର ହେବ ବୋଲି କ୍ରିକେଟ ପ୍ରେମୀମାନେ ଆଶା ରଖିଛନ୍ତି । ଦିଲ୍ଲୀ ପ୍ରଥମ

ଆଜି ପଞ୍ଜାବ-କୋଲକାତା ଟକ୍କର

ଦୁବାଇ: ଆଇପିଏଲ ମହାସମରରେ ଆଜି ପଞ୍ଜାବ କିଙ୍ଗସକୁ ଭେଟିବ କୋଲକାତା ନାଇଟ ରାଇଡର୍ସ । କର ବା ମର ସ୍ଥିତିରେ ରହିଛନ୍ତି ଉଭୟ ଦଳ । ପ୍ଲେଅଫରେ ସ୍ଥାନ ପକ୍କା କରିବା ଲାଗି ଉଭୟ ଦଳର ବିଜୟ ନିଶ୍ଚିତ ଆବଶ୍ୟକ ରହିଛି । ଆଜି ଯେଉଁ ଦଳ ହାରିବ ସେହିସ ଦଳର ପ୍ଲେଅଫ ଆଶା ମଉଳିଯିବ । ତେବେ ଉଭୟ ଦଳ

ଫେବୃୟାରୀ ୧୫ରେ ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ

କଟକ: ଦୀର୍ଘ ୨ ବର୍ଷ ପରେ ବାରବାଟୀକୁ ମିଳିଛି ଆନ୍ତର୍ଜାତୀୟ ମ୍ୟାଚ । ବାରବାଟୀକୁ ପୁଣି ଫେରିବ ଆନ୍ତର୍ଜାତିକ କ୍ରିକେଟ । ଆସନ୍ତାବର୍ଷ ଫେବ୍ରୁଆରୀରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଏକ ଟି-୨୦ ମ୍ୟାଚ୍ । ଇଣ୍ଡିଜ ଟିମ୍ ଭାରତ ଗସ୍ତ କରି ୩ଟି ଦିନିକିଆ ଓ ୩ଟି

ଖେଳରତ୍ନ ପାଇଁ ପ୍ରମୋଦଙ୍କ ନାଁ ସୁପାରିଶ

ନୂଆଦିଲ୍ଲୀ: ଓଡ଼ିଶବାସୀଙ୍କ ଲାଗି ଖୁସି ଖବର । ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ମର୍ୟ୍ୟାଦାଜନକ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ ପାଇଁ ପାରାଲିମ୍ପିକ କମିଟି ଅଫ୍ ଇଣ୍ଡିଆ (ପିସିଆଇ) ଟୋକିଓ ଅଲିମ୍ପିକ୍ସ ସ୍ଵର୍ଣ୍ଣପଦକ ବିଜୟୀ ପାରା ବ୍ୟାଡ଼ମିଣ୍ଟନ ତାରକା ପ୍ରମୋଦ ଭଗତଙ୍କ ସହ ସୁଟର