Odia News Portal
Browsing Tag

special story

ଦେବଦୂତ ସାଜିଲେ ଡାକ୍ତରବାବୁ

ନୂଆପଡା: ଦେବଦୂତ ସାଜିଲେ ଡାକ୍ତରବାବୁ । ରୋଗୀକୁ ଦେଲେ ନୂଆ ଜୀବନ । ବିରଳ ଅସ୍ତ୍ରୋପଚାର କରି ଭଲ କରିଦେଲେ ଦେହ । ଆଦିବାସୀ ଅଧ୍ୟୁଷିତ ନୂଆପଡାରୁ ଆସିଛି ଏମିତି ଏକ ଭଲଖବର । ଏ ହେଉଛନ୍ତି ଲୋଚନ ବାରିକ । ଗାଁ ଗାଁ ବୁଲି ବାରିକ ସେବା କରନ୍ତି । ହେଲେ ଗଛରୁ ପଡି ଗୋଡର ଚାଲିବା ଶକ୍ତି

ଜଣେ ପାଣିମଣିଷର କାହାଣୀ, ଯାହା ଦେଖିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ

ଉଦଳା: କାନ୍ଧରେ ପାଣିଭାର ଧରି ଆଗକୁ ମାଡିି ଚାଲିଛନ୍ତି ଜଣେ ବୃଦ୍ଧ । ଦେହରେ ଖଣ୍ଡେ ପୁରୁଣା ଲୁଙ୍ଗି ଓ ଚିରା ଗଂଜି । ପାଦରେ ବିଟ ହୁଗୁଳି ଯାଇଥିବା ଛିଣ୍ଡା ଚପଲ ପିନ୍ଧି ପାଣି ଯୋଗାଉଥିବା ଏ ବ୍ୟକ୍ତି ହେଉଛନ୍ତି ଉଦଳାର ୱାଟରମ୍ୟାନ । ସହରର ଧାଁ ଧପଡ ଓ ଶହ ଶହ ଲୋକଙ୍କ ଭିଡ ଭିତରେ ବି ନିଜର

ସ୍ୱାଧିକାର ନ୍ୟୁଜର ମହାପ୍ରଭାବ, ଅସହାୟଙ୍କୁ ମିଳିଲା ସହାୟତା

ମାହାଙ୍ଗା: ଖବର ବାଜିଲା , ପ୍ରଭାବ ପଡିଲା । ଅସହାୟଙ୍କ ପାଖେ ପହଁଚିଲା ସହାୟତାର ହାତ । ଆଉ ସହାୟତାର ହାତ ବଢାଇଲେ ସାମାଜିକ ସଙ୍ଗଠନ । ସ୍ୱାଧିକାର ନୁଜ୍ର ମହାପ୍ରଭାବ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଓଡଖଣ୍ଡ ଗାଁର ଜିତୁନ କୁମାର ଦାସ । ଗଲା ୨ ବର୍ଷ ହେବ କିଡ୍‌୍‌ନୀ ରୋଗରେ ଆକ୍ରାନ୍ତ

ଦେଶରେ ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ଯାହାକି ନିମ୍ନ ମଧ୍ୟବିତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଗୋଟିଏ ଦିନ ପରେ ପୁଣି ଥରେ ଦେଶରେ ପେଟ୍ରୋଲ ଓ ଡ଼ିଜେଲର ଦରରେ ବୃଦ୍ଧି ଘଟିଛି। ବିଭିନ୍ନ ସ୍ଥାନରେ ତୈଳଦର ୨୫ ରୁ ୨୮ ପଇସା ଲେଖାଏଁ ବୃଦ୍ଧି

ବଲାଙ୍ଗୀରର ବିକ୍ରମଙ୍କୁ ବ୍ୟବସାୟୀରୁ କିଏ କରିଦେଲା ପାଗଳ ପ୍ରେମୀ

ଭୁବନେଶ୍ୱର: ବିକ୍ରମ ହାତରେ କିଏ ଧରାଇଲା ବନ୍ଧୁକ ? ବ୍ୟବସାୟୀକୁ କିଏ କରିଦେଲା ବେକାର ? ସାଧାସିଧା ପ୍ରେମିକକୁ କିଏ କରିଦେଲା ପାଗଳପ୍ରେମୀ ? ଏମିତି ଅନେକ ଅସମାପ୍ତ ପ୍ରଶ୍ନର ଉତର ଖୋଜୁଛି ପୁରୁଷର ପ୍ରେମ… । ବନ୍ଧୁକ ମୁନରେ ପ୍ରେମିକାର ସମ୍ପର୍କୀୟଙ୍କୁ ବନ୍ଧକ ରଖିଥିବା ଅଭିଯାଗରେ ଜେଲ୍

କଲମ ଧରିବା ବୟସରେ ଲଙ୍ଗଳ ଧରୁଛି ଆଦିବାସୀ ଝିଅ

କାର୍ଲିମେଳା: ପାଠ ପଢିବା ବୟସରେ ଲଙ୍ଗଳ ଧରିଲେ ଆଦିବାସି ଝିଅ । ହଳ କରୁଥିବା ଏହି ଝିଅ ଜଣକ ହେଉଛନ୍ତି ମାଲକାନିଗିରି ଜିଲ୍ଲା ତେଗଡା ପଲ୍ଲୀ ଗାଁର ସୋମେ ମାଡି । ବୟସ ମାତ୍ର ୨୦ ବର୍ଷ । ପରିବାର କହିଲେ ମା ଓ ଦୁଇ କୁନି କୁନି ଭାଇ ଭଉଣୀ । ପଢିବାକୁ ଇଛା ଥାଇ ମଧ୍ୟ ସେ ପରିବାର ଦାୟିତ୍ୱରେ

ଟିକା କାହାର?

ଭୁବନେଶ୍ୱର: ଟିକା କାହାର? ନବୀନ ପଟ୍ଟନାୟକଙ୍କ ନାଁ ନରେନ୍ଦ୍ର ମୋଦିଙ୍କର? କେନ୍ଦ୍ର ସରକାର ଟିକା ଦେଉଛନ୍ତି ନାଁ ରାଜ୍ୟ ସରକାର ଟିକା ଦେଉଛନ୍ତି । ଏବେ ଏଭଳି କଥା ଚର୍ଚ୍ଚାର ବିଷୟ ପାଲଟିଛି । ଟିକାକେନ୍ଦ୍ରରେ ନବୀନଙ୍କ ପୋଷ୍ଟର ଲାଗିବା ଓ ପରେ ଚିରା ହେବା ଘଟଣା ପରେ ଟିକା ପ୍ରସଙ୍ଗକୁ ନେଇ

ପୋଷ୍ଟର ରାଜନୀତି କେତେଦୂର ଠିକ୍‌?

ଭୁବନେଶ୍ୱର: ଟିକାକେନ୍ଦ୍ରରେ ପୋଷ୍ଟର ଲଗାଇବା କେତେଦୂର ଯୁକ୍ତିଯୁକ୍ତ? ଫଟୋ ଲାଗି ଉତ୍ତେଜନା କରିବା କଣ ଠିକ୍ ହେଲା? ଲୋକଙ୍କ ଜୀବନ ଆଗେ ନାଁ ପଲିଟିକ୍ସ ? ଟିକା ନାଁରେ ବାଃ ବାଃ ନେବା କେତେଦୂର ଯଥାର୍ଥ? ଆଜ୍ଞା ହଁ । ଆଜି ବାଲେଶ୍ୱରରେ ଟିକାକେନ୍ଦ୍ରରେ ଫଟୋକୁ ନେଇ ହୋଇଥିବା ଉତ୍ତେଜନା ପରେ

ଅଚିହ୍ନ। ପରିଚୟ ଦେଲା ନିଆରା ସମ୍ପର୍କର ଠିକଣା

ପୁରୀ: ପାଲବନ୍ଧା ଝୁମ୍ପୁଡି ଘର । ଘରେ ନିଜେ ରହିବାକୁ ଯାଗା ନାହିଁ । ତଥାପି ଜଣେ ହଜିଯାଇଥିବା ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ନିଜ ଘରଲୋକ ପରି ରଖିଛନ୍ତି ଜଣେ ଯୁବକ । ନାଁ ତାଙ୍କର ବିଶ୍ୱନାଥ ସାମନ୍ତରାୟ । ଘର ପୁରୀ ସହରର ବାଲି ଉପର ରାମ ଚଣ୍ଡୀ ସାହିରେ । ପେଷାରେ ବିଶ୍ୱନାଥ ଜଣେ

ଆଦିବାସୀଙ୍କ କାନ୍ଧ ପାଲଟିଛନ୍ତି ମାଲକାନଗିରିର ଆଶା ଦିଦି ପଦ୍ମା ପାଙ୍ଗୀ

ମାଲକାନଗିରି: ମୁଣ୍ଡ ଉପରେ ଡହଡହ ଖରା । ହାତରେ ଫାଇଲ ଓ ମୁହଁରେ ମାସ୍କ ପିନ୍ଧି କରୋନା ଯୁଦ୍ଧରେ ଜିତିବାକୁ ପ୍ରୟାସ । ଲୋକମାନଙ୍କୁ ସେଚତନ କରିବା ସହ ସାଧାରଣ ରୋଗୀଙ୍କ ପାଇଁ କାନ୍ଧ ପାଲଟିଛନ୍ତି ଆଶା ଦିଦି । ଏ ହେଉଛନ୍ତି ମାଲକାନଗିରି ଜିଲ୍ଲା ବଣ୍ଡା ଜନଜାତି ଅଂଚଳ ଅଣ୍ଡ୍ରାହଲ