ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର
କୋଲକାତା
: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଶନିବାର
ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି
ହୋଇଥିଲେ । ଏବେ
ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।
ଏନେଇ ଗାଙ୍ଗୁଲିଙ୍କ ଝିଅ ସନା ସୂଚନା
ଦେଇଛନ୍ତି । ହସ୍ପିଟାଲରେ
ଗାଙ୍ଗୁଲିଙ୍କୁ ଭେଟିବା ପରେ ଗାଙ୍ଗୁଲିଙ୍କ ଝିଅ
ସନା ବାପା ଭଲ ଥିବା!-->…