ଓଡିଶାରେ ଗୀତ ଗାଇଲେ ଗୋବିନ୍ଦା
ଭୁବନେଶ୍ୱର: ଓଡିଶା ଆସି ହିନ୍ଦୀ ଗୀତ ଗାଇଲେ ବଲିଉଡ ସୁପରଷ୍ଟାର ଗୋବିନ୍ଦା ଜି।ଆଉ ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ଗୁଡିଲି ରଥଙ୍କ ସ୍ୱର ସଂଯୋଜନାରେ ବଲିଉଡ ସୁପରଷ୍ଟାର ଗୋବିନ୍ଦା ଜି ଆଜି ଗାଇଛନ୍ତି ହିଦି ଗୀତ ଭୁବନେଶ୍ୱରର ଏସ ଏସ ଡି ଷ୍ଟୁଡିଓ ରେ।ଗୀତ ଗାଇବା ଓ ଲେଖିଛନ୍ତି ଅଭିନେତା!-->…