Odia News Portal
Browsing Tag

soa

ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ ପାଇଁ ଷ୍ଟାର୍ଟଅପ୍ ଆରମ୍ଭ

ଭୁବନେଶ୍ୱର () ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ର କେତେକ ପୂର୍ବତନ ଛାତ୍ର ଗ୍ରାହକମାନଙ୍କ ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି ।…

ସମ୍ ହସ୍ପିଟାଲ୍‌ର ୫ଟି ବିଭାଗ ଏକ ନମ୍ବର : ଟାଇମ୍‌ସ ସର୍ଭେ

ଭୁବନେଶ୍ୱର() ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ୫ଟି ବିଭାଗ ଟାଇମ୍‌ସ ହେଲ୍‌ଥ ସର୍ଭେରେ ସ୍ଥାନୀୟ ଭାବେ ଏକ ନମ୍ବର ସ୍ଥାନ ହାସଲ କରିଛି । ଏହି ସର୍ଭେ ଅନୁଯାୟୀ ପ୍ରାଇଭେଟ୍‌/କର୍ପୋରେଟ୍…

ସୋଆ ଏନ୍‌ଏସ୍‌ଏସ୍‌ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ

ଭୁବନେଶ୍ୱର () ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଏନ୍‌ଏସ୍‌ଏସ୍‌ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି । ଏହି ଅବସରରେ ୬ଟି ଶିକ୍ଷାନୁଷ୍ଠାନର ପ୍ରୋଗ୍ରାମ ଅଫିସରଙ୍କ ଦ୍ୱାରା ଦୁଇ ଘଣ୍ଟିଆ ଜଳଶକ୍ତି ଗ୍ରାମ, ସ୍ୱଚ୍ଛ କ୍ୟାମ୍ପସ୍‌, ଅନ୍‌ଲାଇନ୍‌ ପ୍ରଶିକ୍ଷଣ ଓ…

“ବନ୍ଦେ ଉତ୍କଳ ଜନନୀ”– ସାରା ଓଡ଼ିଶା ସହ ସ୍ୱର ମିଳାଇଲା ‘ସୋଆ’

ଭୁବନେଶ୍ୱର() କରୋନା ମହାମାରୀ ବିରୁଦ୍ଧରେ ଲଢ଼ୁଥିବା ଆଗଧାଡିର କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ ଓ ସମ୍ମାନିତ କରିବା ନିମନ୍ତେ ଶନିବାର ସାରା ଓଡ଼ିଶା ସହିତ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ସୋଆ ୟୁନିଭର୍ସିଟି) ମଧ୍ୟ କାଳୀଜୟୀ ଓଡ଼ିଆ ଦେଶାତ୍ମବୋଧକ ସଂଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ…

ଜୁନ ୭ ପର୍ଯ୍ୟନ୍ତ ଉପକୂଳ ଓଡିଶାର ତାପମାତ୍ରା ୩୫ ଡିଗ୍ରୀ ରହିବ

ଭୁବନେଶ୍ୱର()  ଟାଣ ଖରାରୁ ମିଳିପାରେ ଆଶ୍ୱସ୍ତି । ଶୁକ୍ରବାର ଠାରୁ ଅଭ୍ୟନ୍ତରୀଣ ଓଡିଶାରେ ଦିନର ତାପମାତ୍ରା ଧିରେ ଧିରେ  ହ୍ରାସ ପାଇବ ବୋଲି ଆକଳନ କରିଛି ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର । ଶୁକ୍ରବାର ଓ ଶନିବାର ମଧ୍ୟରେ…

ସୋଆ ଆଇଟିଇଆରର ୯୧% ଗ୍ରାଜୁଏଟ୍‌ଙ୍କ ପାଇଁ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର() ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍‌ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ବୈଷୟିକ ଶିକ୍ଷା କ୍ଷେତ୍ରରେ ତା’ର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଥିବା ବେଳେ ୨୦୧୯ – ୨୦ ବ୍ୟାଚ୍‌ର ୯୧ ପ୍ରତିଶତ ଛାତ୍ରଛାତ୍ରୀ…

କରୋନା ମହାମାରୀ ମୁକାବିଲା ପାଇଁ ସାନିଟାଇଜର ପ୍ରସ୍ତୁତ କଲା ସୋଆ

ଭୁବନେଶ୍ୱର()କରୋନା  ମହାମାରୀସହ ମାନବଜାତିର ଯୁଦ୍ଧ ଜାରି ରହିଥିବା ବେଳେ ଏହି ଯୁଦ୍ଧରେ ସାମିଲ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ଭାଇରସ ସହ ଲଢେଇ କରିବା ସହ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟଗତ ସୁରକ୍ଷା ଦେବା ନିମନ୍ତେ ପ୍ରସ୍ତୁତ କରିଛି ଏକ ସ୍ୱତନ୍ତ୍ର ସାନିଟାଇଜର ।…

ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳନ କଲା ସୋଆ

ଭୁବନେଶ୍ୱର() ବିଶ୍ୱ ସିଜୋଫ୍ରେନିଆ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ଅନ୍ତର୍ଗତ ମାନସିକ ରୋଗ ବିଭାଗ ଏବଂ ଭାରତୀୟ ମାନସିକ ସ୍ୱାସ୍ଥ୍ୟ ସଂଗଠନ (ଓଡ଼ିଶା ଶାଖା )ର ମିଳିତ ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଳନ…

ଆଇଆଇଟିଟିଏମ୍ ପରିଚାଳନା କମିଟିର ବିଶେଷଜ୍ଞ ସଦସ୍ୟ ଭାବେ ଡ. ଶିତିକଣ୍ଠ ମିଶ୍ର ମନୋନୀତ

ଭୁବନେଶ୍ୱର() ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଡିନ୍ ତଥା ଉପଦେଷ୍ଟା ଡଃ ଶିତିକଣ୍ଠ ମିଶ୍ର ଗୋୱାଲିୟର ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ୍‌ ମ୍ୟାନେଜମେଂଟ ପରିଚାଳନା କମିଟିର ବିଶେଷଜ୍ଞ…

ଅନଲାଇନ ଶିକ୍ଷାଦାନ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ସୋଆକୁ ମାନ୍ୟତା

ଭୁବନେଶ୍ୱର () କରୋନା ମହାମାରୀର ଘୋର ପ୍ରଭାବ ଶିକ୍ଷା କ୍ଷେତ୍ରରେ ପଡ଼ିଥିବାବେଳେ ଇ-ଲର୍ଣ୍ଣିଂ ଏବଂ ଅନଲାଇନ ଶିକ୍ଷାଦାନ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପୂର୍ବ ଭାରତରେ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ କ୍ୟୁଏସ୍ ଆଇଗଜ…