ସିଗାରେଟ୍ ଅଭ୍ୟାସକୁ ଛଡାଇବ ଏହି ସାଧାରଣ ଜୁସ୍
ଭୁବନେଶ୍ୱର : ବିଭିନ୍ନ ରୋଗର ଘର ହେଉଛି ସିଗାରେଟ୍ ସେବନ । ଏହା ଶରୀରକୁ କ୍ଷତି ପହଁଚାଇ ଥାଏ । ଏହା ଜାଣିବା ପରେ ବି ଲୋକେ ଏହି ଅଭ୍ୟାସରୁ ବାହାରକୁ ବାହାରି ପାରୁ ନାହାଁନ୍ତି । କିନ୍ତୁ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣା ପଡିଛି କି ଯଦି ଆପଣ ଧୁମ୍ରପାନ ଅଭ୍ୟାସକୁ ଛଡାଇବାକୁ!-->…