ଜାଣନ୍ତୁ ଖାଇବା ପରେ ନିଦ କାହିଁକି ଆସେ
ଭୁବନେଶ୍ବର: ଏମିତି ବି କେତେକ ଖାଦ୍ୟ ଅଛି ଯାହାକୁ ଖାଇବାମାତ୍ରେ ନିଦ ଆସେ। ଆମମାନଙ୍କ ଭିତରୁ ଅନେକ ଲୋକଙ୍କର ଏପରି ଧାରଣା ଯେ ଖାଇ ସାରିଲେ ଶୋଇବା ସ୍ୱାସ୍ଥ୍ୟପକ୍ଷେ ଭଲ। ଆଉ କିଛି ଲୋକ ମନେ କରନ୍ତି ଯେ ଖାଇ ଶୋଇଲେ ବଢ଼ଇ ଆୟୁ। କେତେକ ଲୋକ କୁହନ୍ତି ଯେ ଖାଇବା ପରେ ସେମାନଙ୍କୁ ନିଦ!-->…