Odia News Portal
Browsing Tag

siridi

ବାବାଙ୍କ ପ୍ରତି କିପରି ଏକାଗ୍ରତା ରଖିବା?

ଭୁବନେଶ୍ୱର: କେବଳ ବଡ଼ ବଡ଼ ଘଟଣା ନୁହେଁ ଦୈନନ୍ଦିନ ଜୀବନର ଅତି ଛୋଟ, ସାମାନ୍ୟ ଘଟଣାରେ ବି ଆମେ ବାବାଙ୍କୁ ସ୍ମରଣ କରିବା ଉଚିତ୍ । ଆମେ ତାଙ୍କୁ ଧ୍ୟାନ କରିବା ଉଚିତ୍ । ଜୀବନରେ ନୂତନ ବୃତ୍ତି ଅବଲମ୍ବନ କରିବା ଭଳି ମହତ୍ୱପୂର୍ଣ୍ଣ ଘଟଣାଠାରୁ ଆରମ୍ଭ କରି ଶୋଇବାକୁ ଯିବା, ଶେଯରୁ ଉଠିବା,

ସଦଗୁରୁ ଭକ୍ତଙ୍କ ପାଇଁ କ’ଣ କରିପାରନ୍ତି

ଭୁବନେଶ୍ୱର: ସନ୍ଥ ଓ ସଦଗୁରୁମାନେ ଏକକାଳୀନ ପାର୍ଥୀବ ଓ ଅପାର୍ଥୀବ ଅବସ୍ଥାରେ ଥାଆନ୍ତି । ସେମାନେ ବହୁ ଜନ୍ମ ଅତିକ୍ରମ କରି ଆସିଥାନ୍ତି । ପୂର୍ବ ଜନ୍ମମାନଙ୍କରେ ସେମାନଙ୍କୁ ସାଧାରଣ ମଣିଷ ଭଳି ବହୁ ଦୁଃଖ କଷ୍ଟ ଭୋଗ କରିବାକୁ ପଡିଥାଏ । କଠିନ ପରିଶ୍ରମ, ଅଧ୍ୟବସାୟ ଓ ସାଧନା ବଳରେ ସେମାନେ

ଇଶ୍ୱରଙ୍କୁ ଆମେ ମନୁଷ୍ୟର ପ୍ରତିକୃତି ମଧ୍ୟରେ ଦେଖିବାକୁ ଚାହୁଁ କାହିଁକି ?

ଭୁବନେଶ୍ୱର: ଇଶ୍ୱରଙ୍କ ମହାଜାଗତିକ ସ୍ୱରୂପକୁ କଳନା କରିବା ମନୁଷ୍ୟର ସାଧ୍ୟାତୀତ । ସେ ତା’ର ସୀମିତ ଧାରଣାକୁ ନେଇ ଅସୀମ ଇଶ୍ୱରଙ୍କୁ ସେ କିଭଳି ଦର୍ଶନ କରିବ? ତେଣୁ ନିଜର ବ୍ୟକ୍ତିଗତ ଅନୁଭବରୁ ସେ ଇଶ୍ୱରଙ୍କ ରୂପ ସୃଷ୍ଟି କରିଛି ଏବଂ ମୂର୍ତ୍ତି ଓ ଚିତ୍ରରେ ତାହା ପ୍ରତିଫଳିତ କରିଛି ।

ଅବତାର ମାନେ ହିଁ କଣ ବିଭିନ୍ନ ଧର୍ମର ସୃଷ୍ଟି ପାଇଁ ଦାୟୀ ?

ଭୁବନେଶ୍ୱର: ଧର୍ମ ଅନେକ । ଇଶ୍ୱରଙ୍କୁ ଅନ୍ୱେଷଣ କରିବାର ମାର୍ଗ ବି ଅନେକ । କିନ୍ତୁ ଲକ୍ଷ୍ୟ ସେଇ ଏକ- ଇଶ୍ୱର ଉପଲବ୍ôଧ । ବୁଦ୍ଧ, ଖ୍ରୀଷ୍ଟ ଓ ମହମ୍ମଦ ଏମାନେ ସମସ୍ତେ ଇଶ୍ୱରଙ୍କ ଅବତାର । ମନୁଷ୍ୟ ଶରୀର ଧାରଣ କରି ଭିନ୍ନ ଭିନ୍ନ ସମୟରେ ସେମାନେ ଧରାରେ ଅବତୀର୍ଣ୍ଣ ହୋଇଥିଲେ । ତେଣୁ ସମସ୍ତ

ଭକ୍ତମାନେ ବାବା କରୁଣା ପାଇବା ଲାଗି ଏତେ ବ୍ୟାକୁଳ କାହିଁକି?

ଭୁବନେଶ୍ୱର: ଲୋକମାନେ ଆତୁର ହୋଇ ଇଶ୍ୱରଙ୍କ କରୁଣା ଲୋଡନ୍ତି, କାରଣ ସେମାନଙ୍କ ହୃଦୟରେ କରୁଣା ନଥାଏ । ଯାହା ଆମ ପାଖରେ ନଥାଏ, ତାହା ହିଁ ଆମେ ଖୋଜୁ ଓ ପାଇବାକୁ ବ୍ୟାକୁଳ ହୋଇପଡୁ । ଇଶ୍ୱର ହେଉଛନ୍ତି ‘ଭାବ’- ଆମେ ସବୁ ଅଭାବ ବା ଭାବହୀନ । ଏଣୁ ବାବାଙ୍କ କରୁଣା ଲାଗି ବ୍ୟାକୁଳ ହୋଇଥାଉ ।

ଭକ୍ତଙ୍କ ପ୍ରତି ବାବା କଣ ନିର୍ଦ୍ଦୟ ହେଉଥିଲେ କି?

ଭୁବନେଶ୍ୱର: ଭକ୍ତମାନଙ୍କ ପ୍ରତି ବାବାଙ୍କ କରୁଣା ସବୁବେଳେ ପ୍ରଚ୍ଛନ୍ନ ହୋଇରହିଥାଏ । ତାଙ୍କ କୃପାର ଲୀଳାକୁ ସହଜରେ ଜାଣି ହୁଏନାହିଁ । ଭକ୍ତର ପୂର୍ବ କର୍ମଫଳକୁ ବିଚାରକୁ ନେଇ ତଦନୁଯାୟୀ ଯଥା ସମୟରେ ତାର ଅନିଷ୍ଟ ଖଣ୍ଡନର ବ୍ୟବସ୍ଥା ସେ କରିଥାନ୍ତି । ଯାହା କଲେ, ଭକ୍ତର ସବୁଠାରୁ ମଙ୍ଗଳ

ବାବା କଣ ନିରାମିଷ ଆହାର ଉପରେ ଗୁରୁତ୍ୱ ଦେଉଥିଲେ କି?

ଭୁବନେଶ୍ୱର: ବାବା ସାଧାରଣତଃ ନିରାମିଷ ଭୋଜନର ପକ୍ଷପାତୀ ଥିଲେ । ତେବେ ‘ଶ୍ରୀ ସାଇ ସତଚରିତ’ରେ ଉଲ୍ଲେଖ ଅଛି ଯେ, ବେଳେ ବେଳେ ଭକ୍ତମାନଙ୍କ ପାଇଁ ଆମିଷ ଖାଦ୍ୟ ରାନ୍ଧୁଥିଲେ । ପ୍ରକୃତରେ ଦେଖିବାକୁ ଗଲେ ନିଜର କ୍ଷୁଧାଚରିତାର୍ଥ କରିବା ପାଇଁ ମନୁଷ୍ୟର ଅନ୍ୟ ପ୍ରାଣୀଙ୍କୁ ବଧ କରିବାର ଅଧିକାର

ବାବାଙ୍କ କାର୍ଯ୍ୟ କଲାବେଳେ ବହୁ ପ୍ରତିବନ୍ଧକ ଆସେ କାହିଁକି ?

ଭୁବନେଶ୍ୱର: ଠିକ କଥା । ଅନେକ ଭକ୍ତ କୁହନ୍ତି ବାବାଙ୍କ କାର୍ଯ୍ୟ କଲାବେଳେ ବହୁ ବାଧାବିଘ୍ନ ଆସିଥାଏ । ଯେତେବେଳେ ବାବାଙ୍କ କାର୍ଯ୍ୟ କରିବ, ତମ ହାତକୁ ଅଧିକ କାମ ଆସିବ । ସେସବୁକୁ ଗୁଣାତ୍ମକ ଭାବେ ମଧ୍ୟ ଉନ୍ନତ ହୋଇଥିଲେ । ଏପରି ସ୍ଥଳେ ବହୁ ବାଧା ବିଘ୍ନ ମଧ୍ୟ ଆସିଥାଏ । ତେବେ ସେସବୁ

କେଉଁ ଧରଣର ମନୁଷ୍ୟମାନଙ୍କୁ ବାବା ଭଲ ପାଉଥିଲେ

ଭୁବନେଶ୍ୱର: ବାବା ସର୍ବଦା ତଲ୍ଲୀନ । ସେ ସମସ୍ତ ଜୀବଙ୍କ ମଧ୍ୟରେ ଆତ୍ମଦର୍ଶନ କରନ୍ତି । ତେଣୁ ମନୁଷ୍ୟ ଏବଂ ମନୁଷ୍ୟେତର ସମସ୍ତ ପ୍ରାଣୀଙ୍କୁ ସେ ସମାନ ଭାବରେ ଭଲ ପାଆନ୍ତି । ଆମ ହୃଦୟରେ ଯଦି ଭେଦଭାବହୀନ ପ୍ରେମ ବିସ୍ତାରିତ ହୁଏ ତେବେ ଆମେ ବାବାଙ୍କର ଅସୀମ, ଅକଳନୀୟ ପ୍ରେମକୁ ଉପଲବ୍ଧି

ଜାଣନ୍ତୁ ଶିରିଡ଼ିରେ ରହିଲେ କଣ କରିବା ବିଧେୟ

ଭୁବନେଶ୍ୱର: ବାବାଙ୍କ ଜିବବିତ ଅବସ୍ଥାରେ ଯେଉଁ ଭକ୍ତମାନେ ଶିରିଡ଼ି ଆସୁଥିଲେ କିମ୍ବା ଏବେ ମଧ୍ୟ ଆସୁଛନ୍ତି ସେମାନଙ୍କ ପାଇଁ ଏତେ ବେଶୀ ଦେଖିବାକୁ ନଥାଏ ଯେ, ସେମାନେ ଶୋଇବାକୁ ବେଶି ସମୟ ପାଆନ୍ତି ନାହିଁ । ସକାଳ ୪ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଶିରିଡ଼ିରେ ପରି ମଣ୍ଡଳ ଉତ୍ସବ ମୁଖରିତ ହୋଇ