ଜାଣନ୍ତୁ ଉପବାସ ରହିବାକୁ ନେଇ କଣ କହୁଥିଲେ ବାବା
ଭୁବନେଶ୍ୱର: କେଉଁ ମା ଚାହିଁବ ନାହିଁ ଯେ ତା’ ପାଇଁ ତା’ର ସନ୍ତାନ ଉପାସ ରହୁ । ବାବାଙ୍କ ଭଳି ସଦଗୁରୁମାନେ ମାତୃତୁଲ୍ୟ । କୌଣସି କଠୋର ନୀତି ନିୟମ, ବ୍ରତ ପାଳନ କରି ଭକ୍ତମାନେ କଷ୍ଟ ପାଆନ୍ତୁ ଏହା ସେମାନେ ଚାହାଁନ୍ତି ନାହିଁ । ମନର ଉପବାସ ବିନା ଶରୀରର ଉପବାସ ଅର୍ଥହୀନ । ଉପବାସ କଲାବେଳେ!-->…