Odia News Portal
Browsing Tag

shree mandir

ହୋଲି ପରେ ଶ୍ରୀମନ୍ଦିରରେ ହଟିପାରେ ରବିବାର ଦର୍ଶନ କଟକଣା

ହୋଲି ପରେ ଶ୍ରୀମନ୍ଦିରରୁ ହଟିପାରେ ରବିବାର ଦର୍ଶନ କଟକଣା । ଆସନ୍ତା ଶନିବାର ଏନେଇ ଛତିଶାନିଯୋଗ ବୈଠକରେ ଆଲୋଚନା ପରେ ନିଷ୍ପତି ହୋଇପାରେ । କୋରୋନା ପାଇଁ ମହାପ୍ରଭଙ୍କ ଦର୍ଶନ ଉପରେ କଟକଣା ଲାଗିଥିଲା । ଏବେ ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହୁଛି । ରାଜ୍ୟରେ କରୋନା

ଆଜି ବି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡସ୍ନାନ: ଭଣ୍ଡାର ଘର ନିକଟରେ କେହି ବାନ୍ତି କରିଦେଇଥିବାରୁ ନୀତି ବିଳମ୍ବ

ଆଜି ମଧ୍ୟ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡସ୍ନାନ। ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହୋଇ ବେଶ ମଇଲମ ଚାଲିଥିବାବେଳେ ଭଣ୍ଡାର ଘର ନିକଟରେ କେହି ଜଣେ ବାନ୍ତି କରିଦେଇଥିଲା। ଫଳରେ ମହାପ୍ରଭୁଙ୍କ ନୀତି ବନ୍ଦ କରାଯାଇଥିଲା।ମହାସ୍ନାନ ପାଇଁ ୧ ଘଣ୍ଟା ବନ୍ଦ ରହିଥିଲା ଶ୍ରୀଜିଉଙ୍କ ଦର୍ଶନ। ଫଳରେ

ପୁରୀ ଶ୍ରୀମନ୍ଦିରରେ ରକ୍ତଛିଟା: ମହାସ୍ନାନ କଲେ ଶ୍ରୀଜିଉ, ନୀତି ସାମାନ୍ୟ ବିଳମ୍ବ

ପୁରୀ ଶ୍ରୀମନ୍ଦିରରେ ରକ୍ତଛିଟା। ଭିତରକାଠ ନିକଟରେ ରକ୍ତଛିଟା ଦେଖିବା ପରେ ଶ୍ରୀଜିଉଙ୍କର ମହାସ୍ନାନ ହୋଇଛି। ଯାହାଦ୍ବାରା ନୀତିରେ ସାମାନ୍ୟ ବିଳମ୍ବ ହୋଇଛି। ମହାସ୍ନାନ ନୀତି ସମ୍ପୂର୍ଣ୍ଣ ହେବା ପରେ ପୁଣି ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ମନ୍ଦିର ଭିତରକୁ ଯିବାକୁ ଅନୁମତି ପ୍ରଦାନ

ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଓଡିଶା ଛାଡିବେ କ୍ରିଷନ କୁମାର । କେନ୍ଦ୍ରୀୟ ଡେପୁଟେସନରେ ଯିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ପୂର୍ତ୍ତ ସଚିବ କ୍ରୀଷନ କୁମାର । କେନ୍ଦ୍ର ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ପଦରେ ତାଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଫେବୃଆରୀ ପହିଲାରୁ ମିଳିବ ଜଗା ଦର୍ଶନ

ଦୀର୍ଘ ଦିନର ଅପେକ୍ଷା ପରେ ଭକ୍ତଙ୍କ ଲାଗି ଖୁସି ଖବର ମିଳିବ ଜଗା ଦର୍ଶନ । ଫେବ୍ରୁଆରୀ ପହିଲାରୁ ଖୋଲିବ ଶ୍ରୀମନ୍ଦିର । କୋଭିଡ ପ୍ରଟୋକଲ ମାନି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । ଛତିଶା ନିଯୋଗ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଛି । ଏ ନେଇ ପ୍ରେସମିଟରେ ସୂଚନା

ଖୋଲିବ ଶ୍ରୀମନ୍ଦୀର

ଖୋଲିବ ଶ୍ରୀମନ୍ଦିର । କୋଭିଡ୍ ସଂକ୍ରମଣ ଆଶଙ୍କାରେ ବନ୍ଦ ଥିବା ଶ୍ରୀମନ୍ଦିର ଖୋଲିବା ସମ୍ପର୍କରେ ଆଜି ନିଷ୍ପତ୍ତି ନିଆଯିବ। ଏନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସି ଆଲୋଚନା କରାଯିବ। ଆଜି ଅପରାହ୍ନ ସାଢେ ୪ଟାରେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସିବ । ଭିଡିଓ କନଫେରେନସିଂ ମାଧ୍ୟମରେ