Odia News Portal
Browsing Tag

Shree Jagannath Temple Administration (SJTA)

ନିର୍ବିଘ୍ନରେ ଚାଲିଛି କାଳିଆ ଦର୍ଶନ

ପୁରୀ: ଆଜିଠୁ ନିର୍ବିଘ୍ନରେ କାଳିଆ ଦର୍ଶନ କରୁଛନ୍ତି ସାଧାରଣ ଭକ୍ତ ।ତେବେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଆଉ ଭକ୍ତଙ୍କୁ ଦରକାର ପଡ଼ିବନି କୋଭିଡ୍ ନେଗେଟିଭ୍ ରିପୋର୍ଟ । ଏ ନେଇ ଭକ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିଥିବାବେଳେ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ବିନା କୋଭିଡ୍ ବାଧାରେ କାଳିଆ ଦର୍ଶନ

ପୁରୀ: ଆସନ୍ତାକାଲି ଠାରୁ ଶ୍ରୀମନ୍ଦିରରେ ବିନା କୋଭିଡ କଟକଣାରେ ଦର୍ଶନ ବ୍ୟବସ୍ଥା । ବିନା କରୋନା ରିପୋର୍ଟରେ ଭକ୍ତମାନ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ପ୍ରାୟ ୩୦ ହଜାର ଭକ୍ତ କାଳିଆ ଦର୍ଶନ କରିବେ । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୁରୀ

ଶ୍ରୀମନ୍ଦିରରେ ତିନି ଠାକୁରଙ୍କ ନବାଙ୍କ ବେଶ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ । ଆଜି ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ଯଥାକ୍ରମେ ସୋଲ ନିର୍ମିତ ମକର କୁଣ୍ଡଳ ଓ ଶଙ୍ଖ, ଚକ୍ର, ହଳ, ମୁଷଳ ଇତ୍ୟାଦି ଧାରଣ କରିଥାନ୍ତି । ନବାଙ୍କ ବେଶରେ ଠାକୁରମାନଙ୍କ ଶିରରୁ ରତ୍ନସିଂହାସନ ଚଟାଣ ଯାଏଁ ଗେଣ୍ଡୁଫୁଲର ମାଳରେ ସୁସଜ୍ଜିତ

ଜଗା ଦର୍ଶନ ପାଇଁ କାନ୍ଦିଲେ ଲକ୍ଷ୍ମୀ

ପୁରୀ: ଜଗନ୍ନାଥଙ୍କୁ ଟିକେ ଆଖିଭରି ଦେଖିବା ପାଇଁ କାନ୍ଦିଲେ ଲକ୍ଷ୍ମୀ| ଆଜି ଶ୍ରୀମନ୍ଦିର ସମ୍ମୁଖରେ କିଛି ଏପରି କହି କାନ୍ଦୁଥିଲେ ଲକ୍ଷ୍ମୀ | ଦୀର୍ଘ ୯ ମାସ ହେଲା ମୋ କାଳିଆ ଠାକୁରଙ୍କୁ ମୁଁ ଦେଖିପାରିନି। ମୋର ଧନ ରତ୍ନ କିଛି ଦରକାର ନାହିଁ। ଜୀବନର ଶେଷ ସମୟରେ ମୁଁ ଆସି ପହଞ୍ଚିଲିଣି

ଶ୍ରୀ ମନ୍ଦିରକୁ ୨୧ କିଗ୍ରା ରୂପା ଦାନ କଲେ ପଣ୍ଡା ପରିବାର

ପୁରୀ: ଜନୈକ ଦାତା ଶ୍ରୀ ମନ୍ଦିରକୁ ଦାନ କରିଛନ୍ତି ୨୧ କିଲୋଗ୍ରାମ ଓଜନର ରୂପା । କିନ୍ତୁ ତାହା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଲାଗି ହେବ ନାହିଁ । ଆଜି ଶ୍ରୀମନ୍ଦିରର ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଭୁବନେଶ୍ୱରର ଶିବ ପ୍ରସାଦ ପଣ୍ଡା ଏବଂ ତାଙ୍କ ପରିବାରର ସଦସ୍ୟ