Odia News Portal
Browsing Tag

shiva

ଭଗବାନ ଶିବଙ୍କ ତୃତୀୟ ନେତ୍ରର ରହସ୍ୟ କ’ଣ ? ଜାଣନ୍ତୁ

ଭଗବାନ ଶିବଙ୍କ ମଥାରେ ତୃତୀୟ ନୟନ ଥିବା ସମ୍ପର୍କରେ ପୁରାଣରେ ବର୍ଣ୍ଣିତ ରହିଛି । ଏହି ନୟନ ସାହାଯ୍ୟରେ ସେ ସବୁକିଛି ଦେଖି ପାରନ୍ତି ଯାହା ଅନ୍ୟ ଦୁଇ ନୟନରେ ଦେଖି ନ ଥାନ୍ତି । ସେ ଯେତେବେଳେ ତୃତୀୟ ନୟନ ଖୋଲାଣି ସେତେବେଳେ ବହୁତ ଅଧିକ ଉର୍ଜା ପ୍ରକଟିତ ହୋଇଥାଏ । ତୃତୀୟ ନୟନ ଖୋଲିଲେ…

ଶିବଙ୍କ ପୂଜାରେ କାହିଁକି ଲାଗିନଥାଏ ତୁଳସୀ , ଜାଣନ୍ତୁ ପ୍ରକୃତ କାରଣ

ହିନ୍ଦୁ ଧର୍ମର ପୂଜା ପାଠ ଏବଂ ମାଙ୍ଗଳିକ କାର୍ୟ୍ୟରେ ତୁଳସୀ ଗଛର ବିଶେଷ ମହତ୍ତ୍ବ ରହିଥାଏ। କିନ୍ତୁ ତୁଳସୀ ଭଗବାନ ଶିବଙ୍କ କୌଣସି ପୂଜାରେ ଅର୍ପଣ କରାଯାଇନଥାଏ। ଆସନ୍ତୁ ଜାଣିବା ... ପୂର୍ବ ଜନ୍ମରେ ତୁଳସୀଙ୍କ ନାଁ ବୃନ୍ଦା ଥିଲା ଏବଂ ସେ ଜାଲନ୍ଧର ନାମକ ରାକ୍ଷସଙ୍କ ପତ୍ନୀ ଥିଲେ।…