ଭିନ୍ନକ୍ଷମଙ୍କୁ ବିଏମସିର ଡୋର୍ ସର୍ଭିସ
ଭୁବନେଶ୍ୱର : ବୟସ୍କଙ୍କ ପରି ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ଭୁବନେଶ୍ୱର ମହାନଗର ନଗମ(ବିଏମସି) । ଚାଲିପାରୁନଥିବା ଭିନ୍ନକ୍ଷମମାନେ କରୋନା ଟେଷ୍ଟ କରିବାକୁ ·ହିଁଲେ ୧୯୨୯ରେ ଫୋନ୍ କରିବେ । ତା'ପରେ ବିଏମସିର ମେଡିକାଲ୍ ଟିମ୍ ଘରକୁ ଯାଇ ନମୂନା ସଂଗ୍ରହ କରିବେ!-->…