ଓଡିଶାରେ ପରିବର୍ତ୍ତନ ହୋଇପାରେ ସ୍କୁଲ ଖୋଲିବା ନିଷ୍ପତ୍ତି
ରାଜ୍ୟରେ ଜାନୁଆରୀ ୩ ତାରିଖରୁ ପ୍ରଥମରୁ ପଞ୍ଚମ କ୍ଲାସ ପିଲାଙ୍କ ପାଇଁ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବଦଳିପାରେ । ଡିଏମଇଟି ରମାରମଣ ମହାନ୍ତି ଏହ ଏହା ଜଣାଇଛନ୍ତି। ପ୍ରଥମରୁ ପଞ୍ଚମ ପିଲାଙ୍କ ସ୍କୁଲ୍ ଖୋଲିବା ପାଇଁ ଗତକାଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ!-->…