ବଦଳିବନି ନିଷ୍ପତ୍ତି,ଖୋଲିବ ସ୍କୁଲ
ବଦଳିବନି ସ୍କୁଲ ଖୋଲିବା ନିଷ୍ପତ୍ତି । ଏନେଇ ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ଜାନୁଆରୀ ୩ରୁ କ୍ଲାସରୁମ ପାଠପଢା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସେପଟେ ସ୍କୁଲ ଖୋଲିବା!-->…