ଏସସିବିରେ ହେଲା ବିରଳ ଅସ୍ତ୍ରୋପଚାର ‘ଭାସକୁଲାରାଇଜଡ୍’ ଲିମ୍ପନୋଡ଼ ଟ୍ରାନ୍ସଫର’
କଟକ ବଡ଼ ମେଡିକାଲରେ ବିରଳ ଅପରେସନ୍ ହୋଇଛି। କଟକ SCB ମେଡିକାଲ କଲେଜ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଏକ ନୂତନ ଓ ବିରଳ ଅସ୍ତ୍ରୋପଚାର କରାଯାଇଛି। ଏହାର ନାଁ ହେଲା ‘ଭାସକୁଲାରାଇଜଡ୍’ ଲିମ୍ପନୋଡ଼ ଟ୍ରାନ୍ସଫର’।
ଏପରି ଅପରେସନ୍ ରାଜ୍ୟରେ ପ୍ରଥମ ବୋଲି କହିଛନ୍ତି ବିଭାଗୀୟ ମୁଖ୍ୟ। ୧୫!-->!-->!-->…