୨୦୨୩ ସୁଦ୍ଧା ସରିବ ଏସସିବି ନବୀକରଣ ପ୍ରକଳ୍ପ କାମ
ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲର ନବୀକରଣ ପ୍ରକଳ୍ପର ନିରୀକ୍ଷଣ ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପ୍ରକଳ୍ପ କାର୍ଯ୍ୟକାରୀ କମିଟି (ପିଆଇସି) ଗଠନ କରାଯାଇଛି। ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ ଏହି କମିଟିର ମୁଖ୍ୟ ଥିବା ବେଳେ ଓଡ଼ିଶା!-->…