ଏଣିକି ଏସବିଆଇ ଏଟିଏମରୁ ଟଙ୍କା ଉଠାଇଲେ ଆସିବ ଓଟିପି
ଭୁବନେଶ୍ୱର() ଆସନ୍ତା ୧ ତାରିଖରୁ ଏସବିଆଇ ଏଟିଏମରୁ ଟଙ୍କା ଉଠାଇଲେ ମୋବାଇଲକୁ ଆସିବ ଓ୍ୱାନ୍ ଟାଇମ୍ ପାସଓ୍ୱାର୍ଡ ବା ଓଟିପି। ଏଟିଏମରେ ବେଆଇନ୍ କାରବାରକୁ ରୋକିବା ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ।
ନୂଆ ନିୟମ ଅନୁସାରେ ଯଦି ଏସ୍ବିଆଇ ଗ୍ରାହକ ଯଦି ଏସବିଆଇ ଏଟିଏମରୁ ଟଙ୍କା ଉଠାଇବେ, ତେବେ…