ମେ ୨୪ରୁ ଗାଁ’ରେ ଘରକୁ ଘର ବୁଲି ସର୍ଭେ କରିବେ ଆଶା କର୍ମୀ
*ପ୍ରତି ଗାଁ ରେ ଥିବା ଗାଁ କଲ୍ୟାଣ ସମିତି ହେବ କୋଭିଡ଼ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ସାମିଲ ।
*ଗାଁ ରେ ଲକ୍ଡାଉନ ଓ TMC ସଂପର୍କରେ ସରପଞ୍ଚମାନେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନେଇପାରିବେ ।
*କୋଭିଡରେ ମୃତକଙ୍କ ବିଧବା ଓ ବାପା ମାଙ୍କୁ ହରାଇ ଥିବା ପିଲାଙ୍କୁ ମଧୁବାବୁ ପେନ୍ସନ୍ ।…