ହୀରାକୁଦର ଖୋଲିଲା ୮ ଗେଟ୍
ସମ୍ବଲପୁର: ପୁଣି ୮ ହୀରାକୁଦ ଡ୍ୟାମର ୮ଟି ଗେଟ୍ ଖୋଲାଯାଇଛି । ଲଗାଣ ବର୍ଷା ଯୋଗଁ ଜଳସ୍ତର ବୃଦ୍ଧି ପାଇବାରୁ ଜଳ ଛଡ଼ା ଯାଇଛି । ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରକୁ ୧.୮୫ ଲଖ୍ୟ କ୍ୟୁସେକ ଜଳ ପ୍ରବେଶ କରୁଛି । ଫଳରେ ପୂର୍ବାହ୍ନ ୧୧ଟା ବେଳକୁ ପୁଣି ୪ଟି ଗେଟ୍ ଖୋଲାଯାଇଛି । ମୋଟ୍ ୮ ଗେଟ୍ ଦେଇ ଜଳ!-->…