ତାଲିବାନ ବିରୋଧରେ ଲଢ଼େଇ ଜାରି ରଖିଛନ୍ତି ସାଲିମା
କାବୁଲ: କାବୁଲର ପତନ ହୋଇ ସାରିଛି । ରାଷ୍ଟ୍ରପତି ନିଜ ଦେଶ ଓ ଦେଶବାସୀଙ୍କୁ ମଝି ଦରିଆରେ ଛାଡ଼ି ପଳାୟନ କରିଛନ୍ତି । ଅବଦୁଲ ଦୋସ୍ତୁମ ଭଳି ତାଲିବାନ ବିରୋଧୀ କମାଣ୍ଡର ମଜାର-ଏ-ସରିଫକୁ ତାଲିବାନ ହାତରେ ଅର୍ପଣ କରି ଆତ୍ମଗୋପନ କରିଛନ୍ତି । ଆଫଗାନିସ୍ତାନ ତାଲିବାନ ଆତଙ୍କର ଥରହର ହେଉଛି ।!-->…