Odia News Portal
Browsing Tag

saibaba

କେଉଁ ଧରଣର ମନୁଷ୍ୟମାନଙ୍କୁ ବାବା ଭଲ ପାଉଥିଲେ

ଭୁବନେଶ୍ୱର: ବାବା ସର୍ବଦା ତଲ୍ଲୀନ । ସେ ସମସ୍ତ ଜୀବଙ୍କ ମଧ୍ୟରେ ଆତ୍ମଦର୍ଶନ କରନ୍ତି । ତେଣୁ ମନୁଷ୍ୟ ଏବଂ ମନୁଷ୍ୟେତର ସମସ୍ତ ପ୍ରାଣୀଙ୍କୁ ସେ ସମାନ ଭାବରେ ଭଲ ପାଆନ୍ତି । ଆମ ହୃଦୟରେ ଯଦି ଭେଦଭାବହୀନ ପ୍ରେମ ବିସ୍ତାରିତ ହୁଏ ତେବେ ଆମେ ବାବାଙ୍କର ଅସୀମ, ଅକଳନୀୟ ପ୍ରେମକୁ ଉପଲବ୍ଧି

କରୁଣା ସମ୍ପର୍କରେ ସାଇ କଣ କହିଛନ୍ତି

ଭୁବନେଶ୍ୱର: ସାଇ କରୁଣାର ମୂର୍ତ୍ତିମନ୍ତ ପ୍ରତୀକ । ଜଗତର ସମସ୍ତ ମନୁଷ୍ୟ ଓ ପ୍ରାଣୀଙ୍କ ପ୍ରତି ତାଙ୍କର ପ୍ରେମର ଧାରା ସମଧାରାରେ ଉନ୍ମୁକ୍ତ ଥିଲା । ସେ ଥିଲେ ସର୍ବଜୀବ ପ୍ରେମର ପ୍ରବକ୍ତା । ସମସ୍ତଙ୍କ ମଧ୍ୟରେ ସେ ଇଶ୍ୱରଙ୍କୁ ଦର୍ଶନ କରୁଥିଲେ । ସମସ୍ତଙ୍କୁ ସେ ବିରୁଦ୍ଧ ଚିତ୍ତରେ ଭଲ

ଭକ୍ତମାନେ ବାବାଙ୍କୁ କାହିଁକି ଭଲ ପାଆନ୍ତି

ଭୁବନେଶ୍ୱର: ବାବାଙ୍କୁ ନିଜ ହୃଦୟରେ ଧାରଣ କରିଛି ସେ କଦାପି ନିଜକୁ ବଞ୍ଚିତ ମନେ କରେ ନାହିଁ । ଭକ୍ତ ପ୍ରତି ମୁହୂର୍ତ୍ତରେ ଗୁରୁଙ୍କ ନିକଟରେ ରହିବ ଏମିତି କରିବ ନାହିଁ । ଗୁରୁଙ୍କର ନିବିଡ଼ ଅନ୍ତରଙ୍ଗ ଭକ୍ତମାନେ ବେଳେ ବେଳେ ତାଙ୍କଠୁ ଦୂରରେ ଥାଆନ୍ତି । ଗୁରୁଙ୍କ ପ୍ରତି ଶିଷ୍ୟଙ୍କ ମନର

ଜାଣନ୍ତୁ ଧର୍ମୀୟ ଭାବନାକୁ ନେଇ ବାବା କଣ କହୁଥିଲେ

ଭୁବନେଶ୍ୱର: ଶିରିଡ଼ି ସାଇବାବା ହିନ୍ଦୁ, ମୁସଲମାନ,ପାସି ସମସ୍ତଙ୍କୁ ସମାନ ଚକ୍ଷୁରେ ଦେଖୁଥିଲେ । ତାଙ୍କ ମନ୍ଦିର ଓ ସମାଧି ଦର୍ଶନ ନିମନ୍ତେ ସବୁ ଧର୍ମ, ସବୁ ସଂପ୍ରଦାୟର ଲୋକଙ୍କ ସୁଅ ଛୁଟୁଥିଲା । ସମାଜରେ ସବୁ ବର୍ଗର ଲୋକଙ୍କ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଉପରେ ସେ ବିଶ୍ୱାସ କରୁଥିଲେ ।

ବାବାଙ୍କ ମୂର୍ତ୍ତି କେଉଁ ଦିଗରେ ସ୍ଥାପନ କରାଯାଏ

ଭୁବନେଶ୍ୱର: ଯେକୌଣସି ଦିଗକୁ ସାମନା କରି ବାବାଙ୍କ ମୂର୍ତ୍ତିକୁ ସ୍ଥାପନ କରାଯାଇପାରେ । ଦ୍ୱାରକାମାୟୀ ମସଜିଦରେ ବାବା ପୂର୍ବ ଦିଗକୁ ମୁହଁ କରି ବସୁଥିଲେ । ଗୁରୁସ୍ଥାନରେ ସେ ପଶ୍ଚିମ ଦିଗକୁ ମୁହଁ କରି ବସୁଥିଲେ । ସମାଧି ମନ୍ଦିରରେ ତାଙ୍କର ମସ୍ତକ ଉତ୍ତର ପାଶ୍ୱର୍କୁ ଅଛି । ତେବେ ଏଠାରେ

ବାବା କଣ ଯୀଶୁଙ୍କ ପୁନରବତାର ଥିଲେ କି?

ଭୁବନେଶ୍ୱର: ଶ୍ରୀ ଶିରିଡ଼ି ସାଇ ଊନବିଂଶ ଶତାବ୍ଦୀର ଅବତାର । ପ୍ରଭୁ ଯୀଶୁଙ୍କ ଭଳି ସେ ଥିଲେ କରୁଣାର ସୀମାହୀନ ସାଗର । ମାନବଜାତିର ଦୁଃଖ ଯନ୍ତ୍ରଣା ଲାଘବ କରିବା ଥିଲା ତାଙ୍କ ଜୀବନର ପରମ ଲକ୍ଷ୍ୟ । ତେବେ କୌଣସି ଅବତାର ପୁନର୍ବାର ଅବତରଣ କରନ୍ତି ନାହିଁ । କେବଳ ଇଶ୍ୱର ହିଁ ବାରମ୍ବାର

ବାବାଙ୍କ ପାଦ ତଳେ ସ୍ୱର୍ଗ ଥାଏ, ଏହାକୁ କିଭଳି ଅନୁଭବ କରିବା

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ବର୍ଣ୍ଣିତ ନବଧା ଭକ୍ତି ମଧ୍ୟରୁ ଗୁରୁ ପାଦ ସେବା ଏକମତ । ସମାଧି ପ୍ରାପ୍ତ ହେବା ପରେ ଗୁରୁ ନଶ୍ୱର ଶରୀର ତ୍ୟାଗ କରନ୍ତି । ଏହାପରେ ଗୁରୁଙ୍କ ଚରଣ ଯୁଗଳ ଶିଷ୍ୟର ପ୍ରଥମ ଧ୍ୟେୟ ହେବା ଉଚିତ । ତେବେ ବାବାଙ୍କ ଭକ୍ତ ଗୁରୁଙ୍କର ପାଦରୁ ମସ୍ତକ ଏବଂ ମସ୍ତକରୁ ପାଦକୁ

ଜାଣନ୍ତୁ ବାବାଙ୍କ ଅବୟନକୁ କିଭଳି କଳ୍ପନା କରିବେ

ଭୁବନେଶ୍ୱର: ପ୍ରଥମେ ତୁମେ ବାବାଙ୍କର ଫଟୋ, ବିଗ୍ରହ ଏବଂ ଚିତ୍ରଗୁଡିକରୁ ବାବାଙ୍କର ଶରୀରକୁ ସୂକ୍ଷ୍ମଭାବେ ନିରିକ୍ଷଣ କର । କ୍ରମଶଃ ତମେ ମାନଓ ସ୍ତରରେ ତାଙ୍କ ସ୍ୱରୂପ ସନ୍ଦର୍ଶନ କରିପାରିବ । ନିରବଚ୍‌ଛିନ୍ନ ଭାବେ ବାବାଙ୍କୁ ଧ୍ୟାନ କର । ସେ ତୁମକୁ ତାଙ୍କର ପ୍ରକୃତ ରୂପ ଦେଖାଇ ଦେବେ ।

ଜାଣନ୍ତୁ ସାଇବାବାଙ୍କ ପୂଜା କରିବା ବେଳେ କାହିଁକି ପ୍ରଥମେ ଶ୍ରୀଗଣେଷଙ୍କୁ ପୂଜା କରାଯାଏ

ଭୁବନେଶ୍ୱର: ଯେତେବେଳେ ବାବା ଶିରିଡ଼ିରେ ବିଦ୍ୟମାନ ଥିଲେ, ଭକ୍ତମାନେ ଗଣେଷ, ଶିବ, ପଣ୍ଢାରିନାଥ ଆଦି ଅନ୍ୟାନ୍ୟ ଦେବଦେବୀଙ୍କ ସହ ବାବାଙ୍କ ପୂଜା କରୁଥିଲେ । ଆଉ କାହାରି ପୂଜା ନକରି କେବଳ ବାବାଙ୍କୁ ପୂଜା କରିବା ଭକ୍ତଙ୍କ ସଂଖ୍ୟା ବହୁତ ଅଳ୍ପ ଥିଲା । ଶ୍ରୀ ଗଣେଷ, ଶିବ ଓ ହନୁମାନଙ୍କୁ

ବାବାଙ୍କୁ ପ୍ରାର୍ଥନା କରିବାର ସର୍ବୋତ୍ତମ ରୀତି କଣ?

ଭୁବନେଶ୍ୱର: ବାବାଙ୍କ ଫଟୋର ପାଦନଠୁ ଉୃଳ ଓ ମସ୍ତକଠୁ ପାଦ ପର୍ଯ୍ୟନ୍ତ ନିରୀକ୍ଷଣ କର । ଶ୍ରୀ ସତଚରିତରେ ବାବା ନିଜେ ତାଙ୍କ ପୂଜା କରିବାର ଏହି ସୂତ୍ରଟି ବତାଇଛନ୍ତି । ତୁମେ ଜାଣିଥିବ ଯେ କୌଣସି ଭାଷାରେ ବାବାଙ୍କର ଆରତୀ ଗାନ କର, କିମ୍ବା ତୁମେ ଜାଣିଥିବା ଯେ କୌଣସି ଗୁରୁମନ୍ତ୍ର ଉଚ୍ଚାରଣ