ଭକ୍ତମାନେ ବାବାଙ୍କୁ କାହିଁକି ଭଲ ପାଆନ୍ତି?
ଭୁବନେଶ୍ୱର: ବାବାଙ୍କୁ ନିଜ ହୃଦୟରେ ଧାରଣ କରିଛି ସେ କଦାପି ନିଜକୁ ବଞ୍ଚିତ ମନେ କରେ ନାହିଁ । ଭକ୍ତ ପ୍ରତି ମୁହୂର୍ତ୍ତରେ ଗୁରୁଙ୍କ ନିକଟରେ ରହିବ ଏମିତି କରିବ ନାହିଁ । ଗୁରୁଙ୍କର ନିବିଡ଼ ଅନ୍ତରଙ୍ଗ ଭକ୍ତମାନେ ବେଳେ ବେଳେ ତାଙ୍କଠୁ ଦୂରରେ ଥାଆନ୍ତି । ଗୁରୁଙ୍କ ପ୍ରତି ଶିଷ୍ୟଙ୍କ ମନର!-->…