ସଦଗୁରୁ ଭକ୍ତଙ୍କ ପାଇଁ କ’ଣ କରିପାରନ୍ତି
ଭୁବନେଶ୍ୱର: ସନ୍ଥ ଓ ସଦଗୁରୁମାନେ ଏକକାଳୀନ ପାର୍ଥୀବ ଓ ଅପାର୍ଥୀବ ଅବସ୍ଥାରେ ଥାଆନ୍ତି । ସେମାନେ ବହୁ ଜନ୍ମ ଅତିକ୍ରମ କରି ଆସିଥାନ୍ତି । ପୂର୍ବ ଜନ୍ମମାନଙ୍କରେ ସେମାନଙ୍କୁ ସାଧାରଣ ମଣିଷ ଭଳି ବହୁ ଦୁଃଖ କଷ୍ଟ ଭୋଗ କରିବାକୁ ପଡିଥାଏ । କଠିନ ପରିଶ୍ରମ, ଅଧ୍ୟବସାୟ ଓ ସାଧନା ବଳରେ ସେମାନେ!-->…