କିନ୍ନର ପାଳିଲେ ସାବିତ୍ରୀ ବ୍ରତ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କିନ୍ନରମାନେ ପାଳିଛନ୍ତି ସାବିତ୍ରୀ ବ୍ରତ । ନିଜ ଗୁରୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ଆଜିର ଦିନଟିକୁ । କିନ୍ନରମାନେ ନିଜର ଗୁରୁଙ୍କୁ ସ୍ୱାମୀ ବୋଲି ମାନନ୍ତି । ଏଣୁ ସେମାନଙ୍କ ଉଦ୍ଦେଶ୍ୟରେ ଆଜିର ଦିନଟିକୁ କାଷ୍ଟାର ସହ ପାଳନ କରିଥାନ୍ତି ।!-->…