Odia News Portal
Browsing Tag

russia ukraine war

ରୁଷ ମାଟିରେ ଇଣ୍ଟରନ୍ୟାସନାଲ ଫୁଟବଲ ମ୍ୟାଚ୍ ଖେଳାଯିବ ନାହିଁ ବୋଲି ଘୋଷଣା କଲା FIFA

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଖେଳ ଜଗତ ଉପରେ ମଧ୍ୟ ପଡ଼ୁଥିବାର ଦେଖିବାକୁ ମିଳିଛି। କିଛି ଦେଶ ନିଜ ଟିମ୍‌କୁ ରୁଷରେ କିମ୍ବା ତା’ ବିରୋଧରେ ଖେଳିବାକୁ ମନା କରି ଦେଇଛନ୍ତି। କିନ୍ତୁ ଏବେ ଫୁଟବଲ ଓ୍ଵାର୍ଲକପ୍‌କୁ ନେଇ ମଧ୍ୟ ରୁଷକୁ ବଡ଼ ଝଟ୍‌କା ଲାଗିଛି। ଫିଫା

ୟୁକ୍ରେନର ଦ୍ୱିତୀୟ ସହର ଖାରକିଭରେ ପଶିଲା ରୁଷିଆ ସେନା

ଚତୁର୍ଥ ଦିନରେ ପହଁଞ୍ଚିଛି ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ । ରୁଷର ହମଲା ଏବେ ବେକାବୁ ହେବାରେ ଲାଗିଛି । ୟୁକ୍ରେନର ରାଜଧାନୀ କିବରେ ଭୟର ବାତାବରଣ ଖେଳିଯାଇଛି । ଏଠାରେ କ୍ରମାଗତ ଭାବେ ସାଇରନ୍ ବାଜୁଛି । ଗ୍ୟାସ୍‌ ପାଇପ୍‌ଲାଇନ୍‌ ନଷ୍ଟ କରି ଦେଇଥିବା କଥା ଆଜି ୟୁକ୍ରେନର ରାଷ୍ଟ୍ରପତି

ୟୁକ୍ରେନରୁ ବାହାରିଲା ସ୍ୱତନ୍ତ୍ର ବିମାନ

ଯୁଦ୍ଧ ଭୂମି ୟୁକ୍ରେନରେ ଫସି ରହିଛନ୍ତି ହଜାର ହଜାର ଭାରତୀୟ ଛାତ୍ର । ଏମାନଙ୍କୁ ଫେରାଇ ଆଣିବାକୁ ଭାରତ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ୟୁକ୍ରେନରୁ ବାହାରିଛି ଭାରତ ପାଇଁ ସ୍ୱତନ୍ତ୍ର ବିମାନ । ଭାରତୀୟଙ୍କୁ ଫେରାଇ ଆଣିବାକୁ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର । ସେପଟେ ରାଜଧାନୀ

ଭୟଙ୍କର ହେଲାଣି ଯୁଦ୍ଧ,ଋଷ ଆକ୍ରମଣରେ ୧୩୭ ମୃତ

ସାଂଘାତିକ ହେବାରେ ଲାଗିଛି ଯୁଦ୍ଧ । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଗୋଟିଏ ଦିନ ବିତିଗଲାଣି । ଦ୍ୱିତୀୟ ଦିନ ସକାଳୁ ସକାଳୁ ରାଜଧାନୀ କିଭ୍‌ରେ ଶୁଣିବାକୁ ମିଳିଛି ବିସ୍ଫୋରଣର ଭୟଙ୍କର ଶଦ୍ଦ । ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, କିବର ମଧ୍ୟ ଭାଗରେ ୨ଟି ବିସ୍ଫୋରଣ , ପୂର୍ବ ଭାଗରେ

ପୁଟିନଙ୍କ ଉପରେ ବର୍ଷିଲେ ବାଇଡେନ୍

ପୁଟିନଙ୍କ ଉପରେ ବର୍ଷିଲେ ବାଇଡେନ । ଅଧିକ ଆର୍ଥିକ ପ୍ରତିବନ୍ଧକ ଘୋଷଣା କଲେ ବାଇଡେନ । ୟୁକ୍ରେନ ଯୁଦ୍ଧ ପାଇଁ ଋଷକୁ ବହୁ ମୂଲ୍ୟ ଦେବାକୁ ପଡିବ । ଋଷ ବ୍ୟାଙ୍କ ମାନଙ୍କ ପୁଞ୍ଜି ବାଜ୍ୟାପ୍ତି ହେବ । ଏସବୁ ପଦକ୍ଷେପ G-7 ଓ ଅନ୍ୟ ସହଯୋଗୀ ରାଷ୍ଟ୍ର ନେବେ । ପୁଟିନ ଯୁଦ୍ଧ ଆରମ୍ଭ କଲେ, ସେ

ମୋଦୀଙ୍କ ସହାୟତା ଲୋଡିଲା ୟୁକ୍ରେନ

ଭାରତର ସହାୟତା ଲୋଡିଲା ୟୁକ୍ରେନ୍ । ରୁଷର ଆକ୍ରମଣ ଭିତରେ ଭାରତର ସହାୟତା ଲୋଡିଲା ୟୁକ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହସ୍ତକ୍ଷେପରେ ଅପିଲ କରିଛି ୟୁକ୍ରେନ୍ । ଋଷ ରାଷ୍ଟ୍ରପତିଙ୍କ ସହିତ ଭାରତର ଯେହେତୁ ଭଲ ସମ୍ପର୍କ ରହିଛି ସେଥିପାଇଁ ସହାୟତା ଲୋଡିଛି ୟୁକ୍ରେନ ।

ୟୁକ୍ରେନରେ ଫସିଛନ୍ତି ଓଡ଼ିଆ ଉଦ୍ଧାର ପାଇଁ ନିବେଦନ କଲେ ପରିବାର

ୟୁକ୍ରେନ ବିରୋଧରେ ଆଜି ଯୁଦ୍ଧ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ପୁଟିନ୍ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଛି ଋଷ । ୟୁକ୍ରେନର ରାଜଧାନୀ କିଭ୍ ସହ ୧୦ଟି ସହରରେ ଜୋରଦାର ଆକ୍ରମଣ କରିଛି । ତେବେ ୟୁକ୍ରେନରେ ଯୁଦ୍ଧ ଫଳରେ ସେଠାରେ