କାହିଁକି ୟୁକ୍ରେନ ଉପରେ ଆକ୍ରମଣ କରୁଛି ଋଷିଆ
ନାଟୋ ଓ ୟୁରୋପୀୟ ୟୁନିଅନରେ ୟୁକ୍ରେନର ସାମିଲ ହେବା ଉଦ୍ୟମକୁ ଦୀର୍ଘବର୍ଷ ଧରି ବିରୋଧ କରି ଆସୁଛି ଋଷିଆ । ଋଷିଆର ଯୁକ୍ତି ହେଉଛି, ଏହାଦ୍ବାରା ୟୁକ୍ରେନ ୟୁରୋପୀୟ ରାଷ୍ଟ୍ରଗୁଡିକ ହାତରେ ଏକ ଖେଳଣା ହୋଇଯିବ । ନାଟୋ ହେଉଛି 30 ଟି ରାଷ୍ଟ୍ରଙ୍କ ଏକ ସଂଗଠନ, ଯେଉଁଥିରେ ପରପ୍ସର ସାମରିକ ସହାୟତା!-->…