ଯୁଦ୍ଧ ପାଇଁ ସଙ୍କଟରେ ରୁଷ ଅର୍ଥନୀତି
ୟୁକ୍ରେନ ଉପରେ ରୁଷ୍ର ଆକ୍ରମଣକୁ ଆଉ କିଛିଦିନ ପରେ ବର୍ଷେ ପୂରିବ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ ଉପରେ ଆକ୍ରମଣ କରିବା ଫଳରେ ରୁଷ ଅର୍ଥନୀତିକୁ କ୍ଷତି ସହିବାକୁ ପଡ଼ୁଛି। ଏକଦା ବିଶ୍ବର ୫ଟି ବଡ଼ ଅର୍ଥନୀତି ମଧ୍ୟରେ ରୁଷ୍କୁ ରଖିବାକୁ ପୁଟିନ ଯୋଜନା କରିଥିଲେ। କିନ୍ତୁ!-->…