ରାସ୍ତାରେ ଧାନଗଛ ଲଗାଇଲେ ଲୋକେ
ମାହାଙ୍ଗା: ରାସ୍ତା ବୁଡି ରହିଛି କାଦୁଅରେ । ଏଦୃଶ୍ୟ ହେଉଛି ମାହାଙ୍ଗା ଇଟାମୁଣ୍ଡଳି ଗାଁର । ଟିକେ ବର୍ଷା ହେଲେ ବି ଏଠାରେ ହୋଇଯାଏ ଆଣ୍ଠୁଏ ଅଣ୍ଠୁଏ ପାଣି । ସମସ୍ତେ ଏହି କାଦୁଅ ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ କରିଥାନ୍ତି ଗାଁ!-->…