ଲଦାଖରେ ଭାରତ ତିଆରି କଲା ବିଶ୍ୱର ଉଚ୍ଚତମ ସଡ଼କ
ନୂଆଦିଲ୍ଲୀ,୫।୮: ଲଦାଖରେ ଭାରତର ନୂଆ ସଫଳତା। ସୀମା ସଡକ ସଂଗଠନ (ଈଜଙ) ଏଠାରେ ବିଶ୍ୱର ସର୍ବୋଚ୍ଚ ରାସ୍ତା ନିର୍ମାଣ କରିବାରେ ସଫଳ ହୋଇଛି । ଏହି ରାସ୍ତା ସମୁଦ୍ର ପତ୍ତନ ଠାରୁ ୧୯,୩୦୦ ଫୁଟ ଉଚ୍ଚରେ ପୂର୍ବ ଲଦାଖର ଉମଲିଙ୍ଗଲା ପାସରେ ଅବସ୍ଥିତ। ଏହା ସହ ଭାରତ ବୋଲିଭିଆର ରେକର୍ଡ ଭାଙ୍ଗିଛି।!-->…